କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ, ଭାରତୀୟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ,୨୧।୩: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି,…

ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୨୧।୩: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଗୁରୁବାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି…

ପ୍ରେମ ପରେ ପ୍ରତାରଣା, ଥାନାରେ ପହଞ୍ଚିଲେ ପ୍ରେମିକା

ଖଜୁରିପଡ଼ା,୨୧ା୩(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ପିରିକୁଡ଼ି ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀ ପ୍ରେମ ପ୍ରତାରଣାର ଶିକାର ହୋଇଛନ୍ତି। ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ…

ପୋଷ୍ଟାଲ ବାଲାଟ୍‌ରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର

ଭୁବନେଶ୍ୱର,୨୧/୦୩: ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ ନପଡ଼ନ୍ତି, ସେଥିପ୍ରତି ସର୍ବଥା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ…

କୋର୍ଟ ଭିତରେ କରିଥିଲେ କମ୍ପ୍ୟୁଟର ଭଙ୍ଗାରୁଜା: ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଛତ୍ରପୁର,୨୧ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟ ଭିତରେ କମ୍ପ୍ୟୁଟର ଭଙ୍ଗାରୁଜା ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ଛତ୍ରପୁର ଜେଏମଏଫ୍‌ସି ସ୍ବୟଂଶିକ୍ତା ପତି…

ଭର୍ତ୍ତୃହରିଙ୍କ ପାଇଁ ବଢ଼ିଲା ଅଡୁଆ, ପୋଲିସ SIଙ୍କୁ ମାଡ଼ ଅଭିଯୋଗ ମାମଲାର ହେଲା ଚାର୍ଜଫ୍ରେମ୍‌

କଟକ,୨୧ା୩ (କାର୍ତ୍ତିକ ସାହୁ) ୨୦୧୧ ଜାନୁୟାରୀ ୨୩ ତାରିଖରେ ଜଣେ ପୋଲିସ ଏସ୍‌ଆଇଙ୍କୁ ମାଡ଼ ଅଭିଯୋଗ ନେଇ ଏମ୍‌ପି ଭର୍ତ୍ତୃହରି ମହତାବ ବିରୋଧରେ ରୁଜୁ ମାମଲାରେ କଟକ…

କେଜ୍ରିୱାଲଙ୍କୁ ଜେରା କରୁଛି ଇଡି, ସୁପ୍ରିମକୋର୍ଟ ପହଞ୍ଚିଲା ଲିଗାଲ ଟିମ୍

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସମନ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ର ଏକ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ମନି…

ଓଡ଼ିଶା: ଆଜିର ଫଟୋ (୨୧ ମାର୍ଚ୍ଚ, ୨୦୨୪ )

ଦୋଳ ଅବସରରେ ବକ୍ସିବଜ଼ାର ଅଂଚଳ ରେ ଖୋଲିଥିବା ରଙ୍ଗ ଅଭିର ଦୋକାନ ନବୀନ ନିବାସରେ ଗଂଜାମ ଓ ଆସ୍କା ନିର୍ବାଚନୀ ମୀଟିଙ୍ଗ ସାଧାରଣ ନିର୍ବାଚନକୁ ନେଇ ଆଚରଣବିଧି…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ,୨୧।୩: ହାଇକୋର୍ଟରୁ ଗିରଫ ପାଇଁ ଜାମିନ ନାମଞ୍ଜୁର ହୋଇଯିବା ପରେ ଗୁରୁବାର ସନ୍ଧ୍ୟାରେ ଇଡି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। କେଜ୍ରିୱାଲ ଅବକାରୀ…

ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ନମୋଜିନୀ ପୁରସ୍କୃତ

ଦାରିଙ୍ଗବାଡି,୨୧।୩ (ଅରୁଣ ସାହୁ ): ଅନୁଗୋଳରେ ଆୟୋଜିତ ୨ ଦିନିଆ ଚତୁର୍ଥ ଓଡ଼ିଶା ନଦୀ ସମ୍ମିଳନୀରେ ଦାରିଙ୍ଗବାଡି ବ୍ଲକର ମହିଳା ସ୍ବୟଂସହାୟକଙ୍କୁ ପୁରସ୍କୃତ କରାଯାଇଛି। ସମ୍ମିଳନୀରେ ଜଳବାୟୁ…