ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…

ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ…

ମାତୃଭାଷା ଦିବସ ସହ ପାଳନ ହେବ ଓଡ଼ିଆ ଭାଷା ସପ୍ତାହ, ପୁରାତନ ବିଦ୍ୟାଳୟକୁ ମିଳିବ ଐତିହ୍ୟ ମାନ୍ୟତା

ଭୁବନେଶ୍ୱର,୧୯ା୧: ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ…

ବିଲ୍‌କିସ୍‌ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୧୧ ଅପରାଧୀଙ୍କୁ ଆସନ୍ତା ରବିବାର ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ…

ଏନ୍‌ଆର୍‌ଆର୍‌ଆଇରେ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀ ଉଦ୍‌ଘାଟିତ: ‘ଜଳବାୟୁ ପରିବର୍ତ୍ତନରେ ଧାନ ଉତ୍ପାଦନ ବୃଦ୍ଧି ପ୍ରମୁଖ ଆହ୍ବାନ’

କଟକ,୧୯ା୧ (କାର୍ତ୍ତିକ ସାହୁ): କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଖାଦ୍ୟ ଉପଲବ୍ଧ କରାଇବା ଜରୁରି ହୋଇଛି। କୃଷକମାନଙ୍କ ପାଇଁ ଜୀବିକା ଯୋଗାଇବା ନିମନ୍ତେ ଭଲ ଫସଲ ଅମଳର ଆବଶ୍ୟକତା…

ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା

ନୂଆଦିଲ୍ଲୀ,୧୯ା୧: ରାଜଧାନୀ ଦିଲ୍ଲୀରେ କୁକୁର ଆତଙ୍କ ବଢ଼ିବାରେ ଲାଗିଛି। ଏକ ଅଭାବନୀୟ ଘଟଣା କ୍ରମେ ଜେଜେଙ୍କ କୋଳରୁ ଦେଢ଼ ବର୍ଷର ନାତୁଣୀକୁ ଟାଣି ନେଇ କାମୁଡ଼ିଛି ପିଟ୍…

ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ:

ଭୁବନେଶ୍ୱର,୧୯।୧(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍‌, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍‌ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଦେଇଥିଲେ ସୁନ୍ଦରୀ…

କେନ୍ଦ୍ର ସରକାର ଅନୁମତି ଦେଲେ ଇତିହାସ ରଚିବ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୧: ଇତିହାସ ରଚିବାକୁ ଯାଉଛି ସୁପ୍ରିମକୋର୍ଟ। କାରଣ ସର୍ବୋଚ୍ଚ ନ୍ୟାୟାଳୟରେ ଦାୟିତ୍ୱ ପାଇବାକୁ ଯାଉଛନ୍ତି ଆଉ ଜଣେ ଦଳିତ ବିଚାରପତି। ଏନେଇ ସୁପ୍ରିମକୋର୍ଟର କଲେଜିୟମମାନେ ଏକ ବୈଠକରେ…

ରାତିରେ ବୁଲିହେବ ଭରତପୁର ଜଙ୍ଗଲ

ଭୁବନେଶ୍ୱର, ୧୯।୧(ଅସମାପିକା ସାହୁ) : ଚନ୍ଦକାରେ ଆରମ୍ଭ ହେବ ‘ନକ୍‌ଚରାଲ ଟ୍ରେଲ୍‌’। ରାତିରେ ଜଙ୍ଗଲ ବୁଲିବାର ମଜା ନେବେ ଲୋକେ। ଚନ୍ଦକା ବନଖଣ୍ଡ ଅଧୀନ ଭରତପୁର ଜଙ୍ଗଲରେ…

ପଞ୍ଚମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ଜାପାନ

ନୂଆଦିଲ୍ଲୀ,୧୯ା୧: ଜାପାନର ସ୍ଲିମ୍ ମୁନ୍ ମିଶନ୍ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିବାରେ ଜାପାନ ପଞ୍ଚମ…

ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ରଖିଥିଲେ ଶାରୀରିକ ସମ୍ପର୍କ, ଆଉ ଏବେ ପ୍ରତାରଣା ଅଭିଯୋଗ ଆଣିଲେ ପ୍ରେମିକା

ଢେଙ୍କିକୋଟ,୧୯ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୁବତୀ ପ୍ରେମିକଙ୍କ ନାମରେ ଅଭିଯୋଗ…