ପୂରଣ ହେବନି ମୋଦିଙ୍କ ସ୍ବପ୍ନ: ସ୍ଲୋଗାନ୍‌ରେ ରହିଯିବ ‘ଅବ୍‌ କି ବାର୍‌ ୪୦୦ ପାର୍‌’

ଭୁବନେଶ୍ୱର,୯ା୪(ଅନିଲ ଦାସ):ଚଳିତ ନିର୍ବାଚନରେ ଏନ୍‌ଡିଏ ୪୦୦ ସିଟ୍‌ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ…

ଇସି ଅଫିସ ବାହାରେ ଟିଏମ୍‌ସି ନେତାଙ୍କ ଧାରଣା

ନୂଆଦିଲ୍ଲୀ,୯ା୪(ପି.ଟି.): ସିବିଆଇ, ଏନ୍‌ଆଇଏ, ଇଡି ଏବଂ ଆୟକର ବିଭାଗ ମୁଖ୍ୟମାନଙ୍କୁ ବଦଳାଇବା ଦାବିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବାବେଳେ…

ରୁଷିଆ ଆଣବିକ କାରଖାନା ଉପରେ ଆକ୍ରମଣ ଅଭିଯୋଗକୁ ୟୁକ୍ରେନର ଖଣ୍ଡନ

କିଭ୍‌,୯।୪: ରୁଷିଆ ଅଧିକୃତ ଜାପୋରିଜିଆ ଆଣବିକ କାରଖାନାକୁ ଡ୍ରୋନ୍‌ ସାହାଯ୍ୟରେ ୟୁକ୍ରେନ୍‌ ଆକ୍ରମଣ କରିଥିବାନେଇ ରୁଷୀୟ ଅଧିକାରୀ ଦେଇଥିବା ବୟାନକୁ ସୋମବାର ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି…

ଭୋଟ ଅଧିକାର ପୂର୍ବରୁ ବଞ୍ଚତ୍ବା ଅଧିକାର ଦିଅ

ଇମ୍ପାଲ,୯ା୪(ପି.ଟି.): ଯେଉଁ ସ୍ଥାନ ମୋର ହୋଇ ରହିନାହିଁ, ସେଠାରୁ କାହିଁକି ଜଣେ ପ୍ରତିନିଧିଙ୍କୁ ନିର୍ବାଚିତ କରିବି ବୋଲି ମଣିପୁର ହିଂସାରେ ଘରଦ୍ୱାର ହରାଇଥିବା ନୋବି ନାମକ ଜଣେ ବିସ୍ଥାପିତ…

ପାକିସ୍ତାନୀ ଠକଙ୍କ ଟାର୍ଗେଟ୍‌ରେ ଓଡ଼ିଶା ଛାତ୍ରୀ

ଭୁବନେଶ୍ୱର,୯ା୪(ସତ୍ୟଜିତ୍‌ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଅପରାଧ ବିରୋଧରେ ଲଢ଼େଇ ପାଇଁ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ନୂଆ…

ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ବିରୋଧରେ ପିଆଇଏଲ୍‌

ନୂଆଦିଲ୍ଲୀ,୯ା୪: ଉଭୟ ପୁରୁଷ ଓ ମହିଳାର ମିଶ୍ରିତ ଜୈବିକ ଲକ୍ଷଣ ନେଇ ଜନ୍ମିତ ପିଲା ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଉଥିବା ବେଳେ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ…

ଭାଜପା ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ

ନୂଆଦିଲ୍ଲୀ,୯ା୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ ସୋମବାର ଭାଜପା ଛାଡ଼ିଛନ୍ତି। ସେ ଖୁବ୍‌ଶୀଘ୍ର କଂଗ୍ରେସରେ ପୁନର୍ବାର ଯୋଗଦେବେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର…

ଇସିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ

ନୂଆଦିଲ୍ଲୀ,୯ା୪: କଂଗ୍ରେସର ଇସ୍ତାହାରରେ ମୁସ୍‌ଲିମ ଲିଗ୍‌ର ନୀତି ଆଦର୍ଶ ପ୍ରତିଫଳିତ ହେଉଛି ଏବଂ ଏହାର ପ୍ରତ୍ୟେକ ପୃଷ୍ଠାରେ ଭାରତକୁ ଖଣ୍ଡ ଖଣ୍ଡ କରିବାର ଗନ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ…

ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁ ମଣିପୁରର ସ୍ଥିତି ସୁଧୁରିଲା: ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଯୋଗୁଁ ମଣିପୁରର ସ୍ଥିତି ସୁଧୁରିଛି। "ମୁଁ ସଂସଦରେ ଏହା…

ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନିର୍ବାଚନ ଆୟୋଗ ରଖିବେ ନଜର, ଭୁବନେଶ୍ୱରରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୮ା୪: ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ଲାଗି ନିର୍ବାଚନ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ବ୍ୟୟ ପରିଚାଳନା ପ୍ରସ୍ତୁତି ସମୀକ୍ଷା ହୋଇଛି । ନିର୍ବାଚନରେ ବିଭିନ୍ନ…