ଅଫିସ୍‌ରେ ଫ୍ୟାମିଲି ଏମରଜେନ୍ସି କହି ଆଇପିଏଲ୍‌ ଦେଖିବାକୁ ଆସିଥିଲେ ଯୁବତୀ, ବସ୍‌ ଟିଭିରେ ଲାଇଭ୍‌ ଦେଖିବା ପରେ ଘଟିଲା…

ମୁମ୍ବାଇ,୯।୪: ଆଇପିଏଲ ଦେଖିବାକୁ ଲୋକଙ୍କ ମଧ୍ୟରେ ଅଜବ ନିଶା ଦେଖିବାକୁ ମିଳେ। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିବ। ଜଣେ ଯୁବତୀ ମଧ୍ୟ ତାଙ୍କ ମାଲିକଙ୍କୁ…

ମଣିପୁରର ସ୍ଥିତିକୁ ନେଇ ମୋଦିଙ୍କୁ ଜବାବ ଦେଳେ ଜୟରାମ, କହିଲେ ଅପମାନଜନକ

ନୂଆଦିଲ୍ଲୀ,୯।୪: ସୋମବାର ଏପ୍ରିଲ ୮ ମଣିପୁରରେ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଭାରତୀୟ…

ଭାରତରେ ଟେସଲାର ଏଣ୍ଟ୍ରି କନଫର୍ମ!

ଓ୍ବାଶିଂଟନ,୯।୪: ଦୀର୍ଘ ଦିନ ଧରି ଟେସଲା ଭାରତରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚାଲିଛି। ନିକଟରେ ପ୍ରକାଶ ପାଇଲା ଯେ ଏପ୍ରିଲ ଶେଷରେ ଏକ ଟେସଲା ଦଳ…

ରାସ୍ତାରେ ଛାଡ଼ି ପଳାଇଲେ ପ୍ରେମିକାଙ୍କ ମୃତଦେହ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ପୁରୁଣା ଭୁବନେଶ୍ୱର, ୯ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରେମିକାଙ୍କ ମୃତଦେହକୁ ନଦୀରେ ଫିଙ୍ଗିବାକୁ ସହଯୋଗୀଙ୍କ ସହ ବାଇକରେ ନେଉଥିଲେ। ହେଲେ ଅଧାବାଟରେ ସ୍ଥାନୀୟ ଲୋକେ ଏହା ଦେଖି ଧରିବାକୁ…

ଅଘୋଷିତ ଆସନ: ଭୁବନେଶ୍ୱରରେ ଡେରା ପକାଇଛନ୍ତି ବିଧାୟକ

ଭୁବନେଶ୍ୱର, ୯ା୪(ଅନିଲ ଦାସ):ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ଏବଂ ବିଧାୟକଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ଘୋଷଣା ହେବାକୁ…

ସରକାରୀ ଅଙ୍କୁଶ ନାହିଁ: ଗଢ଼ିଉଠୁଛି କୋଚିଂ ସେଣ୍ଟର

ପଟ୍ଟାମୁଣ୍ଡାଇ, ୯ା୪ (କଳ୍ପତରୁ ନାୟକ):ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସରକାରୀ ଶିକ୍ଷକ ବା ଅଧ୍ୟାପକ ବେସରକାରୀ ଭାବେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି।…

୬ ମାସ ହେବ ଶୀତଳୀକରଣ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ,୯ା୪ (ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ଟ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ପାନୀୟ ଜଳ  ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ଏଭଳିସ୍ଥିତିରେ ନାଉଗାଁ ବସ୍‌ଷ୍ଟାଣ୍ଡରେ ପାନୀୟ…

୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ମଡେଲ ମଶାଣି

ଜଗତ୍‌ସିଂହପୁର, ୯ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ପୌରାଞ୍ଚଳରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ କୌଣସି ନା କୌଣସି ୱାର୍ଡରେ ଲୋକଙ୍କ ମୃତ୍ୟୁ…

ଦୁର୍ନୀତି, ହରିଲୁଟକୁ ଅସ୍ତ୍ର କରୁଛି ବିରୋଧୀ

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଠିକାଦାରି ରାଜନୀତି, ଦୁର୍ନୀତି ଓ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଆଦି ପ୍ରସଙ୍ଗରେ ନିର୍ବାଚନ ନେତାମାନଙ୍କ ପ୍ରତି ଆକ୍ରୋଶ ରହିଛି। ବିଶେଷକରି ୨୦୧୪…