‘ଏଥର ୪୦୦ ଅତିକ୍ରମ କରିବ’, ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା ୩୭୦ଟି ଆସନ ଏବଂ ଏନଡିଏ ୪୦୦ରୁ ଅଧିକ…

IND vs ENG: ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ଖେଳିବେନି ଟିମ ଇଣ୍ଡିଆର ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୫।୨: ଟିମ ଇଣ୍ଡିଆ ବିଶାଖାପାଟନମ ଟେଷ୍ଟରେ ୧୦୬ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହାପୂର୍ବରୁ ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ଦଳକୁ ୨୮ ରନରେ ପରାସ୍ତ କରିଥିଲା।…

ଇଂଲଣ୍ଡର ଅନେକ ଖେଳାଳି ଅସୁସ୍ଥ, ତୃତୀୟ ଟେଷ୍ଟ ପୂର୍ବରୁ ଭାରତରୁ ପଳାଇବେ ପୂରା ଟିମ୍‌, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ଚାରି ଦିନରେ ଶେଷ ହୋଇଯାଇଛି। ଟିମ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚରେ ୧୦୬ ରନରେ…

ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ

କଟକ,୫ା୨(କାର୍ତ୍ତିକ ସାହୁ): କଟକ ଜିଲା ନିମଚଉଡ଼ିସ୍ଥିତ ଓମ୍‌ ଅଳଙ୍କାର ନାମକ ଗହଣା ଦୋକାନରେ ସୋମବାର ସରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ବକ୍ସିବଜାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ଛି।…

ଏସିଆ କପ: ଟଙ୍କା ପାଇଁ ଏବେ ସାମ୍ନାସାମ୍ନି ପାକିସ୍ତାନ-ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୫।୨: ଗତ ବର୍ଷ ଏସିଆ କପ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ଭାରତର ଆପତ୍ତି ପରେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିଲା। କିନ୍ତୁ ବର୍ତ୍ତମାନ…

ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ଘୋଷଣା: ବସ୍‌ରେ ମାଗଣାରେ ଯାତ୍ରା କରିବେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍‌ରେ ଯାତ୍ରା ମାଗଣା ହେବ। ଖୁବ୍‌ଶୀଘ୍ର ଏହାକୁ କ୍ୟାବିନେଟ…

୪୫ ବର୍ଷର ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ବିଶାଖାପାଟନମ୍‌,୫।୨:ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଛି। ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚକୁ ଭାରତ ୧୦୬ ରନରେ ଜିତିଛି। ଏହି ବିଜୟ ସହିତ ଟିମ…

ଆମ୍ବେଡକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୫ା୨(ଅସମାପିକା ସାହୁ): ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଡକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା…

ସେବାୟତଙ୍କ ମଧ୍ୟରେ ତୁଟିଲା ବିବାଦ: ୩ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି

ପୁରୀ,୫।୨: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଶେଷରେ ସମାଧାନ ହୋଇଛି। ପରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ରବିବାର ରାତିର ଶତାଧିକ ଅଭଡ଼ା…

ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା: ୩ ଟ୍ରକ, ୪ ବାଇକ୍‌ ଭାଙ୍ଗି ଚୁରମାର, ୭ ଆହତ

କେନ୍ଦୁଝର, ୫।୨(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ ଥାନା ଅଧୀନ ବୈଦରାଜ ସାହି ଛକ ନିକଟରେ ସୋମବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ୧୪…