ପ୍ରଥମ ଥର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ସେ ଫେବୃଆରୀ ୧୬ରେ…

ମହୁଆ ମୈାଇତ୍ରାଙ୍କ ପାଇଁ ମୁଣ୍ଡ ଟେକିଲା ନୂଆ ସମସ୍ୟା, ସମନ କଲା ଇଡି

ନୂଆଦିଲ୍ଲୀ,୧୫।୨: ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ଏମପି ମହୁଆ ମୈାଇତ୍ରାଙ୍କ ପାଇଁ ନୂଆ ସମସ୍ୟା ମୁଣ୍ଡ ଟେକିଛି। ବୈଦେଶିକ ଟଙ୍କା କାରବାର ଉଲ୍ଲଂଘନ ମାମଲାରେ…

୨୦ଟି ଫୋନ୍ ବ୍ୟବହାର କରନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୫।୨: ଏକା ସାଙ୍ଗରେ ୨୦ଟି ମୋବାଇଲ ବ୍ୟବହାର କରନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ। ଏକ ସାକ୍ଷାତକାର ସମୟରେ ସେ ଏହି ଖୁଲାସା କରିଛନ୍ତି। ଏହାର କାରଣ…

ସରଫରାଜଙ୍କ ଡେବ୍ୟୁଠାରୁ ଅଧିକ ଚର୍ଚ୍ଚାରେ ବାପା ପିନ୍ଧିଥିବା ଜ୍ୟାକେଟ୍‌, ପରୋକ୍ଷରେ…

ରାଜକୋଟ,୧୫।୨: ରାଜକୋଟ ଟେଷ୍ଟରେ ସରଫରାଜ ଖାନ୍‌ଙ୍କୁ ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ମିଳିଛି। ୩୧୧ତମ ଖେଳାଳି ଭାବେ ସେ ଭାରତ ପାଇଁ ଡେବ୍ୟୁ କରିଛନ୍ତି।…

ରେଳମନ୍ତ୍ରୀଙ୍କ ଘୋଷଣା: ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୧୫।୨: ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ସ୍ବତନ୍ତ୍ର ଟ୍ରେନ ଗଡ଼ିବ। ଜୁଲାଇ- ଅଗଷ୍ଟରେ ଏହି ଟ୍ରେନ ଶୁଭାରମ୍ଭ ହେବ। ଏନେଇ ଗୁରୁବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।…

ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ

ମୁମ୍ବାଇ,୧୫।୨: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ଆସିଯାଇଛି। ବାଚସ୍ପତି ରାହୁଲ ନର୍ଭକର କହିଛନ୍ତି ଯେ, ଅଜିତଙ୍କ ଦଳକୁ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି।…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ସହ ଚନ୍ଦ୍ର ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବୁଧ କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ବନ୍ଧୁବତ୍ସଳ, ବୌଦ୍ଧିକ ବିକାଶ ସହ ସାହାଯ୍ୟ ମନୋବୃତ୍ତି…

ଛତ୍ରପୁର ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ

ଛତ୍ରପୁର,୧୫ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସଦରମହକୁମାରେ ଥିବା ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଆଓ୍ବାର୍ଡ ମିଳିଛି। ଏନେଇ ସୋସିଆଲ ମିଡିଆ…

ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ କରି କାନ୍ଦିଲେ ଅନୁଭବ

କଟକ,୧୫ା୨: ଓଲିଉଡ୍‌ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କର ଗୁରୁବାର ପରଲୋକ ହୋଇଛି। ଏଥିରେ ପୂରା ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଦୀର୍ଘଦିନ…

ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ

ମୁମ୍ବାଇ,୧୫।୨: ମରାଠା ସଂରକ୍ଷଣ ଲାଗୁ କରିବା ଦାବି ନେଇ ଲଗାତର ଭାବେ ଅନଶନରେ ବସିଛନ୍ତି ସଂରକ୍ଷଣ କର୍ମକର୍ତ୍ତା ମନୋଜ ଜରାଙ୍ଗେ। ତେବେ ‘କୁନ୍‌ବୀ ମରାଠାଙ୍କ ରକ୍ତ ସମ୍ପର୍କୀୟ’ଙ୍କ…