ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୧ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ଆଗତ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟରେ ବିଚାରପତିଙ୍କ…

ପାରାସିଟାମୋଲ ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ହୋଇପାରେ ଘାତକ, ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୨୧।୨: ପେନ୍‌ କ୍ଲିଅର୍‌ ଏବଂ ପାରାସିଟାମୋଲର ଅତ୍ୟଧିକ ବ୍ୟବହାର ଲିଭର୍‌ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ‘ଏଡିନବର୍ଗ ୟୁନିଭରସିଟି’ର ଅନୁସନ୍ଧାନରୁ ଏହା ଜଣାପଡିଛି। ନିକଟରେ ମୂଷା ଉପରେ…

ଏଆଇ ସର୍ଭିଲାନ୍ସରେ ମାଟ୍ରିକ ପରୀକ୍ଷା ଅବ୍ୟବସ୍ଥା: ୫ ଜିଲା ଶିକ୍ଷାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

କଟକ,୨୧ା୨(କାର୍ତ୍ତିକ ସାହୁ): ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ କେତେକ ପରୀକ୍ଷାକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭିଲାନ୍ସ ଅବଗତ କରାଇଛି। ପରୀକ୍ଷା…

Video: ହଠାତ୍ ସିକ୍କିମରେ ହେଲା ପ୍ରବଳ ତୁଷାରପାତ, ଶତାଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୧।୨: ସିକ୍କିମର ନାତୁ ଲା ରେ ବୁଧବାର ହଠାତ୍ ପ୍ରବଳ ତୁଷାରପାତ ହେତୁ ୫୦୦ ରୁ ଅଧିକ ପର୍ଯ୍ୟଟକଙ୍କ ସହିତ ପ୍ରାୟ ୧୭୫ ଟି ଗାଡି ସହିତ…

ପୃଥିବୀ ଆଡ଼କୁ ମାଡ଼ିଆସୁଛି ଏକ ଅନିୟନ୍ତ୍ରିତ ଉପଗ୍ରହ, ଘଟିବ ଏମିତି…

ବ୍ରୁଶ୍‌ଲେସ୍‌,୨୧ା୨: ଅଗ୍ରଣୀ ଇଉରୋପୀୟ ସାଟେଲାଇଟ୍‌ ବା ଉପଗ୍ରହ ଯାହା ଇଆର୍‌ଏସ୍‌-୨ ଭାବରେ ଜଣାଶୁଣା। ଏହା ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି। ୟୁରୋପୀୟ ସ୍ପେସ୍‌ ଏଜେନ୍ସି ପୂର୍ବାନୁମାନ…

ମୁମ୍ବାଇରେ ୫ କୋଟି ଟଙ୍କାରେ ଆପାର୍ଟମେଣ୍ଟ କିଣିଲେ ଜଶସ୍ବୀ ଜୈସ୍ବାଲ: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ ବ୍ୟାଟର ଜଶସ୍ବୀ ଜୈସ୍ବାଲ। ଟେଷ୍ଟଠାରୁ ଆରମ୍ଭ କରି ଟି୨୦ ରେ ନିଜର ପ୍ରତିଭା…

ଶୁଖିଲା ଲଙ୍କାରେ ନିଆଁ ଲଗାଇଲେ କୃଷକ, ଲୌହ ଗ୍ୟାସ ପ୍ରୟୋଗ କରି ପରିସ୍ଥିତି ନିୟନ୍ତ୍ରଣ କଲା ପୋଲିସ

ନୂଆଦିଲ୍ଲୀ,୨୧ା୨: କେନ୍ଦ୍ର ସରକାରଙ୍କ ସହ ଆଲୋଚନା ମଧ୍ୟରେ କୃଷକମାନେ ବୁଧବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ କହିଛନ୍ତି। ଦିଲ୍ଲୀକୁ କୃଷକ ପଦଯାତ୍ରା ଘୋଷଣାର ଏକ ଅଂଶ ଭାବରେ…

ବିରାଟ ବାପା ହେବା ପରେ ‘ଜୁନିଅର କୋହଲି’ଙ୍କ ନାମରେ ଖୋଲିଲା ମାଳ ମାଳ ଫେକ୍‌ ଆକାଉଣ୍ଟ, ଟ୍ରେଣ୍ଡ କରୁଛି…

ନୂଆଦିଲ୍ଲୀ,୨୧।୨: ପୁଣିଥରେ ବାପା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…

ଭାଜପା ଛାଡ଼ି ବିଜେଡିରେ ସାମିଲ ହେଲେ ଶତାଧିକ ଲୋକ

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ଗାଣ୍ଡାକିଆ ଗ୍ରାମରେ ବିଜେଡିର ଏକ ମହାମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ…

‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ, ଯାହାର…