ଉଲଗ୍ନ ହୋଇ ରାସ୍ତାରେ ଖଣ୍ଡା ବୁଲାଇଲେ

ବାରଙ୍ଗ,୨୭ା୨(ଲିଙ୍ଗରାଜ ରାଉତ):ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଗୋଡ଼ିସାହି ବଜାର ପାଖରେ ସୋମବାର ଉଲଗ୍ନ ଅବସ୍ଥାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଖଣ୍ଡା ଧରି ପ୍ରାୟ ଅଧଘଣ୍ଟା କାଳ ଆତଙ୍କ…

ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ ସେମାନେ…

ଓଡ଼ିଶାରେ ୩୦ ମହାବଳ

ଭୁବନେଶ୍ୱର, ୨୭ା୨ (ଅସମାପିକା ସାହୁ):ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୩୦ଟି ମହାବଳ ରହିଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି।…

ରାଜନେତଙ୍କ ପୁଅକୁ ଗାଳି କରିବାରୁ ମୋ ଅଧିନାୟକ ପଦ ଗଲା:ସଙ୍ଗୀନ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌

ହାଇଦ୍ରାବାଦ୍‌,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଆନ୍ଧ୍ରପ୍ରଦେଶ କ୍ରିକେଟ ଆସୋସିଏସନ (ଏସିଏ) ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି , ଆନ୍ଧ୍ରପ୍ରଦେଶ କ୍ରିକେଟରେ ରାଜନୈତିକ…

ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ଯବାନ ଶହୀଦ

ପାଟନା,୨୭।୨: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଏସକର୍ଟ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୋମବାର (୨୬ ଫେବୃଆରୀ) ରାତି ପ୍ରାୟ ୧୧ଟା ୩୦…

ଭାରତକୁ ମିଳିଲା ଡବଲ୍‌ ଖୁସି: ରୋହିତ୍‌ ବ୍ରିଗେଡ କଲେ ବଡ଼ କମାଲ

ନୂଆଦିଲ୍ଲୀ,୨୭।୨: ରାଞ୍ଚିରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲ…

କାରଖାନା ପରିସରରେ ଚାଲିବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୨୭।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗୋ ଗ୍ରୀନ ଅଭିଯାନର…

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବନ୍ତାରା’ର ଶୁଭାରମ୍ଭ

ଭୁବନେଶ୍ୱର,୨୭।୨: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌(ଆରଆଇଏଲ)ର ସିଏସ୍‌ଆର ୟୁନିଟ୍‌ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବନ୍ତାରା (ଜଙ୍ଗଲର ତାରା) ର…

ଆମ୍ପିଓ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ବୁଝାମଣା

ଭୁବନେଶ୍ୱର,୨୭।୨: ଅନ୍ତଃରାଷ୍ଟ୍ରୀୟ ଘରୋଇ କମ୍ପାନୀ ତଥା ଆମ୍ପିଓ ପୋଲାଣ୍ଡ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭବିଷ୍ୟତରେ ସ୍ମାର୍ଟ ଲିଭିଂକୁ…

ରୁଙ୍ଗ୍‌ଟା ଷ୍ଟିଲ୍‌ର ଡିଲର୍ସ ମିଟ୍‌

ଭୁବନେଶ୍ୱର,୨୭।୨: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ବିତ ଇସ୍ପାତ ଏବଂ ଟିଏମ୍‌ଟି ବାର୍‌ ଉତ୍ପାଦନକାରୀ ରୁଙ୍ଗ୍‌ଟା ଷ୍ଟିଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା ଓ ଡିଲର୍ସ ମିଟ୍‌ର ଆୟୋଜନ…