ଶଙ୍ଖ ଭବନରେ ମକରନ୍ଦ, ବିଜେଡିରେ ଯୋଗ ଦେବାକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୨୪ା୩: ରବିବାର ଶଙ୍ଖ ଭବନରେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି। ସେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର୍‌ ଧରିଛି। ୨୦୧୯ ନିର୍ବାଚନରେ…

ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ

କୋଲକତା,୨୪।୩: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ କେକେଆର୍‌ ବୋଲର ହର୍ଷିତ…

ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲା ସ୍ବାମୀ

ଟେନ୍‌ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଏଭଳି…

ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ…

ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ଓଭୋ ଫାର୍ମ ପକ୍ଷରୁ କେନ୍‌କୋ ଏଗ୍‌ଷ୍ଟ୍ରା ଦ୍ୱିତୀୟ ଆଉଟ୍‌ଲେଟ୍‌ ଖୋଲାଯାଇଛି। ସୂର୍ଯ୍ୟନଗରସ୍ଥିତ ଶର୍ମା ଷ୍ଟ୍ରିଟ୍‌ରେ ଶନିବାର ଏହି ଆଉଟ୍‌ଲେଟର ଉଦ୍‌ଘାଟନ କରାଯାଇଛି। ଏଠାରେ ହାଇପ୍ରୋ,…

କିଏ ସେହି ଅଜୟ ରାୟ: ଯିଏ ଲଗାତର ୩ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟଙ୍କୁ ବାରାଣସୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ସେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର

ସିଙ୍ଗାପୁର,୨୪।୩: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ କଡ଼ା ନିନ୍ଦା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଏହି ଉତ୍ତର-ପୂର୍ବ ରାଜ୍ୟ ଭାରତର ଏକ ଅଂଶ ବୋଲି…

ଶିଳ୍ପ ବଦଳରେ ମୋରମ ଲୁଟ୍‌ ଅଭିଯୋଗ

ଯାଜପୁର,୨୪ା୩(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ୍‌…

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।…

‘ପଲିଥିନ୍‌ ତଳେ ଅସହାୟ ଜାନକୀ’

ହାଟଡ଼ିହୀ,୨୪ା୩(ପାର୍ଥ ସୌରଭ ସା):ତିନିବର୍ଷ ହେଲା ସ୍ବାମୀଙ୍କ ମୃତ୍ୟୁ ଘଟିଛି। ପୁଅ ରୋଜଗାର ପାଇଁ ବାହାରକୁ ଯାଇ ଆଉ ଘରକୁ ଆସୁନି। ମରାମତି ଅଭାବରୁ ଘର ଭାଙ୍ଗି ମାଟିରେ…