ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ ଏହାର…

ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା- ପତାଣ୍ଡ ରାସ୍ତା ଛକ ନିକଟରେ ଥିବା ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପଛପଟ ଏକ କୋଠରୀରୁ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଟଳି ପଡ଼ିଲେ ୭ ମାଓବାଦୀ

ରାୟପୁର,୨୩।୫: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଗୁରୁବାର ଛତିଶଗଡର ବିଜାପୁର ଜିଲା ନାରାୟଣପୁର ସୀମାରେ ଏନକାଉଣ୍ଟରରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଅଧିକ ମୃତାହତ ଆଶଙ୍କା…

ପତ୍ନୀ-ସନ୍ତାନଙ୍କଠାରୁ ଆରମ୍ଭ କରି ମା’ବାପାଙ୍କ ଯାଏ…୭ ପ୍ରକାର ପେନସନ ଦେଇଥାଏ EPFO, ଜାଣନ୍ତୁ କିଭଳି ମିଳିବ ଲାଭ 

ନୂଆଦିଲ୍ଲୀ,୨୩।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ନିଜର ସଦସ୍ୟଙ୍କ ପାଇଁ ପେନସନ ସୁବିଧା ଦେଇଥାଏ, ଏହା ଅବସର ନେବା ପରେ ଆପଣଙ୍କ ନିୟମିତ ଦରମା ପାଲଟିଥାଏ। ତେବେ…

ଭାଜପା ସରକାରକୁ ଆସିଲେ କିଏ ହେବେ ମୁଖ୍ୟମନ୍ତ୍ରୀ, କହିଲେ ନଡ୍ଡା

ଭୁବନେଶ୍ୱର,୨୩।୫: ଏରସମା ସଭାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ଓଡ଼ିଶାରେ ନେତା ସୃଷ୍ଟି ହେବା ବନ୍ଦ ହୋଇଗଲାଣି। ଏବେ…

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ ପ୍ରସଙ୍ଗରେ…

୨୫ ତାରିଖରେ ମତଦାନ କରିବାକୁ ଜିଲାପାଳଙ୍କ ନିବେଦନ

ଭୁବନେଶ୍ୱର,୨୩ା୫(ଅସମାପିକା ସାହୁ): ଖୋର୍ଦ୍ଧା ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର…

କଂଗ୍ରେସକୁ ମିଳିବ ଏତିକି ଆସନ: ଶାହା କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରୁଥିବାବେଳେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। ଏଥର ନିର୍ବାଚନରେ କଂଗ୍ରେସ ଏବଂ ସମାଜବାଦୀ…

ବାକି ଟଙ୍କା ନ ଶୁଝି ଚା’ ସିଗାରେଟ କିଣୁଥିଲେ ଯୁବକ, ଦୋକାନୀ ବିରୋଧ କରିବାରୁ କରିଦେଲେ ହତ୍ୟା

ଅଗରତାଲା,୨୩।୫: ତ୍ରିପୁରାର ଅଗରତାଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଜଣେ ଚା ’ଦୋକାନୀଙ୍କୁ ଏକ ଇଟା ଦ୍ୱାରା ଅତି ନିର୍ମମ…

ଭାରତ ନିଜର ସୁନା ଇଂଲଣ୍ଡରେ କାହିଁକି ରଖିଥାଏ? ଦେଶର ରାଜକୋଷରେ ଅଛି ଏତିକି ଟନ୍‌ ସୁନା…

ନୂଆଦିଲ୍ଲୀ,୨୩।୫: ଦେଶକୁ ସଙ୍କଟରୁ ମୁକ୍ତ କରିବାର ସବୁଠାରୁ ବଡ ମାଧ୍ୟମ ହେଉଛି ସୁନା। ଏଥିପାଇଁ ଗୋଲ୍ଡ ରିଜର୍ଭ(ସୁନା ସଂରକ୍ଷଣ) ପ୍ରସ୍ତୁତ କରାଯାଇଥାଏ। ଭାରତରେ ମଧ୍ୟ ସୁନା ସଂରକ୍ଷିତ…