ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ

ପୁରୀ,୧୮।୨: ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧…

ପୁଣି ଇତିହାସ ରଚିଲେ ଜୟସ୍ବାଲ: ରାଜକୋଟ ଟେଷ୍ଟରେ ଧୂଆଁଧାର ଦ୍ୱିଶତକ,ଭାଙ୍ଗିଲେ ସିଦ୍ଧୁ-ମୟଙ୍କଙ୍କ ରେକର୍ଡ…

ରାଜକୋଟ,୧୮।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଓପନର୍‌ ବ୍ୟାଟ୍ସମ୍ୟାନ ଯଶସୱୀ ଜୟସ୍ବାଲ ପୁଣି ଥରେ ଚମତ୍କାର…

ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର

କଟକ,୧୮ା୨(କାର୍ତ୍ତିକ ସାହୁ): କଟକର ନୂଆବଜାର ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚଢ଼ିଯିବାରୁ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ଝିଅ ଗୁରୁତର ଅଛନ୍ତି।…

୫୦ ଯାତ୍ରୀଙ୍କୁ ନେଇ ବ୍ରିଜ୍‌ ଉପରେ ଯାଉଥିଲା ବସ୍‌: ଧକ୍କା ଦେଲା ଡମ୍ଫର

ଢେଙ୍କାନାଳ,୧୮।୨: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ରବିବାର ସକାଳେ  ଦୁର୍ଘଟଣା ଘଟିଛି। ବ୍ରିଜ ଉପରେ ଯାଉଥିବା ଏକ ଯାତ୍ରୀବାହୀ …

ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…

ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି…

ଓ୍ବାର୍କ ଫ୍ରମ ହୋମ୍‌ ନୁହେଁ, ଏବେ ଓ୍ବାର୍କ ଫ୍ରମ୍‌ ଅଫିସ: ଗୁଗଲ ସମେତ ୭ ବଡ଼ କମ୍ପାନୀ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୮।୨ : କରୋନା ମହାମାରୀ ସଙ୍କଟ ପରେ, ଅନେକ ବଡ କମ୍ପାନୀ କିଛି କଠୋର ପଦକ୍ଷେପ ନେଇଥିଲେ ଯେଉଁଥିରେ କର୍ମଚାରୀମାନଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ ହୋମ୍‌) କରିବାକୁ…

ମଝି ରାସ୍ତାରେ  ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି… 

 ପାଟଣା,୧୮।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା   ପାଟଣା ବ୍ଲକ ୪୯ ନମ୍ବର  ମୁମ୍ବାଇ କଲିକତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ୍‌ ନିକଟରେ ରବିବାର ଗୁଳିମାଡ଼ ହୋଇଛି।…

ନାତିକୁ ଦେଖି କ୍ୟାନସରରେ ପୀଡ଼ିତ ଜେଜେମା ହେଲେ ଭାବୁକ, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ…

ଆମ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ପର୍କ, ମଣିଷ ସାରା ଜୀବନ କାଟିଥାଏ।  ଥରେ ଭାବିଲେ ଆମର ସମ୍ପର୍କ ଯଦି ଆମ ଜୀବନରୁ ଚାଲିଯାଏ, ତେବେ…

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ…

ଭାରତରେ ବୃଦ୍ଧି ପାଉଛି ଗଣତନ୍ତ୍ର, ଚାଇନା-ପାକିସ୍ତାନରେ ଏକଛତ୍ରବାଦ…

ଜେନେଭା,୧୮।୨ : ଗଣତନ୍ତ୍ର ସୂଚକାଙ୍କରେ ବ୍ୟାପକ ହ୍ରାସ ଘଟି ପାକିସ୍ତାନ ଏକଛତ୍ରବାଦୀ ଶାସନ ଦେଶ ବର୍ଗରେ ପହଞ୍ଚିଥିବାବେଳେ ଚାଇନା ଆହୁରି ପଛରେ ରହିଛି। ୧୬୭ ଟି ଦେଶ…