ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ: ସ୍ମୃତି

ଚେନ୍ନାଇ,୭ା୪: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତ୍ରୀ ସ୍ମୃତି ଇରାନୀ ତାମିଲନାଡୁର ଚେନ୍ନାଇରେ ନିଜର ପୁରୁଣା…

BJP ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍‌ ବାରାଣସୀରୁ ଜବତ , ଦିଲ୍ଲୀରୁ ହୋଇଥିଲା ଚୋରି

ନୂଆଦିଲ୍ଲୀ,୭।୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍‌କୁ ବାରାଣସୀରୁ ଜବତ କରାଯାଇଛି। ଏହି କାର୍‌ଟି ଗତ ମାସରେ ଦିଲ୍ଲୀରୁ ଚୋରି ହୋଇଯାଇଥିଲା।…

ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର। କିଛି ସମୟ ପୂର୍ବରୁ ଭାଜପା ଛାଡ଼ିଥିଲେ ଲେଖାଶ୍ରୀ। ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ। ଶଙ୍ଖ ଭବନରେ ଅନୁଷ୍ଠିତ…

କେଜରିଓ୍ବାଲଙ୍କ ପାଇଁ ଅନଶନ ଆନ୍ଦୋଳନ ଆରମ୍ଭ କଲେ ଏଏପି ନେତା, ଜନ୍ତରମନ୍ତରରେ ହେଲେ ଏକାଠି

ନୂଆଦିଲ୍ଲୀ,୭।୪: ଆମ ଆଦମୀ ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ…

ଜେଲ୍‌ରୁ ଫେରାର ହେଲେ ୨ କଏଦୀ

ଭବାନୀପାଟଣା,୭।୪ (ଉତ୍ତମ କୁମାର ଦାଶ): ଜିଲା ମୁଖ୍ୟ କାରାଗାରରୁ ଫେରାର୍‌ ହୋଇଛନ୍ତି ୨ କଏଦୀ। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ…

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌ କରି…

୫ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୭।୪: ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜୁ ଜନତା ଦଳ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଛି।…

ମାଡ଼ି ଆସୁଛି ଝଡ଼ବର୍ଷା! ୩ଘଣ୍ଟା ପାଇଁ ୪ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୭।୪: ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି। ତେଣୁ ପାଣିପାଗ ବିଭାଗ…

ଆଜି ଲକ୍ଷ୍ନୌ-ଗୁଜରାଟ, ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌

ଲକ୍ଷ୍ନୌ,୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଡବଲ୍‌ ହେଡରରେ ପରସ୍ପରକୁ ଭେଟିବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ-ଗୁଜରାଟ ଟାଇଟନ୍ସ ଓ ଦିଲ୍ଳୀ କ୍ୟାପିଟାଲ୍ସ-ମୁମ୍ବାଇ…

‘ନନ୍ଦଘର’ ଜରିଆରେ ଗୋଷ୍ଠୀ ସଶକ୍ତୀକରଣ

ଭୁବନେଶ୍ୱର,୭।୪: ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ଅନୀଲ ଅଗ୍ରୱାଲ ଫାଉଣ୍ଡେଶନର ଫ୍ଲାଗ୍‌ଶିପ ପ୍ରୋଗ୍ରାମ ବା ମହିଳା ଏବଂ ଶିଶୁ କଲ୍ୟାଣ ପ୍ରକଳ୍ପ ‘ନନ୍ଦଘର’ ଜରିଆରେ ଗୋଷ୍ଠୀ…