ବଲାଙ୍ଗୀର,୨୩।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କାରଖାନାର ୧୨ନମ୍ବର ମେଗାଜିନ୍ରେ…
ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଜକୋଟରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ''ଯେଉଁଠାରେ ଅନ୍ୟମାନଙ୍କଠାରୁ ଆଶା ଶେଷ ହୁଏ,…
ଆନନ୍ଦପୁର,୨୫।୨(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଥାନା ଅନ୍ତର୍ଗତ ପଣଷଡିହା ଠାରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପଣଷଡିହାର…
ନୂଆଦିଲ୍ଲୀ,୨୫।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଏକ ଅଜବ ଦାବି କରିଛନ୍ତି। ଦେଶର ରାଜଧାନୀରେ ସରକାର ଚଳାଇବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ବୋଲି ସେ…
ନୂଆଦିଲ୍ଲୀ,୨୫।୨: ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ବଡ଼ ଝଟକା ଦେଇଛି। କାରଣ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଶ୍ରୀଲଙ୍କା ଟି-୨୦ ଦଳର ଅଧିନାୟକ ୱାନିନ୍ଦୁ ହାସରାଙ୍ଗାଙ୍କୁ ଦୁଇଟି…
ଭୁବନେଶ୍ୱର,୨୫ା୨: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ। ମାମଲା ରୁଜୁ ଧମକ ଦେଇ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ…
ଦୁବାଇ,୨୫।୨: ସଂଯୁକ୍ତ ଆରବ ଏମିରେଟ୍ସର ଜଣେ କୂଟନୀତିଜ୍ଞ ୟୁଏଇ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ଏକ ଗସ୍ତ ସମୟରେ ଭାରତୀୟ…
ଭୁବନେଶ୍ୱର,୨୫।୨: ବୌଦ୍ଧ ଜିଲା ପୁରୁଣାକଟକକୁ ଏନ୍ଏସି ମାନ୍ୟତା ନ ମିଳିବାରୁ ରବିବାର ପ୍ରତିବାଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ପୁରୁଣାକଟକ ବନ୍ଦ ଡାକରା ଦିଆଯାଇଥିଲା।…
ନୂଆଦିଲ୍ଲୀ,୨୫।୨: ଉତ୍ତରପ୍ରଦେଶର ଆମ୍ବେଦକର ନଗରର ବହୁଜନ ସମାଜ ପାର୍ଟି ଏମପି ରିତେଶ ପାଣ୍ଡେ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର…
ବରଗଡ଼/ଭୁବନେଶ୍ୱର,୨୫ା୨(ପ୍ରେମାନନ୍ଦ ଖମାରୀ): ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ବରଗଡ କଂଗ୍ରେସ ସଭାପତି ତଥା ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ। ରବିବାର ନିଜର ଶତାଧିକ ସମର୍ଥକଙ୍କ ସହ…