ଶନିବାର ଠାରୁ ବୃଦ୍ଧି ପାଇବ ତାପମାତ୍ରା, ବିଭିନ୍ନ ଅଞ୍ଚଳରେ ୪୦ ଡ଼ିଗ୍ରୀରୁ ଉର୍ଦ୍ଧରେ ରହିବ

ଭୁବନେଶ୍ୱର,୧୧।୪: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ଶନିବାର ଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି…

ଗଳାରେ ରୁଦ୍ରାକ୍ଷ, ମଥାରେ ତିଳକ, ଗେରୁଆ ବସ୍ତ୍ର… ଏହି ମନ୍ଦିରରେ ମୁତୟନ ହେଲେ ଏପରି ସୁରକ୍ଷା କର୍ମୀ

ନୂଆଦିଲ୍ଲୀ,୧୧।୪: ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ମାନଙ୍କରେ ଗତ କିଛି ବର୍ଷ ମଧ୍ୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ ରେକର୍ଡ ଭାଙ୍ଗିବା ସହ ବାରାଣାସୀର…

ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନୀ ବଣ୍ଡ ବିବରଣୀ ପ୍ରକାଶ କରିବାକୁ ମନା କଲା ଏସବିଆଇ

ନୂଆଦିଲ୍ଲୀ,୧୧।୪: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଆରଟିଆଇ ଅଧିନିୟମ ଅନୁଯାୟୀ ନିର୍ବାଚନ ଆୟୋଗ (ଇସି) କୁ ଦିଆଯାଇଥିବା ନିର୍ବାଚନୀ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ…

ସ୍କୁଲରେ ପଢାଉଥିବାବେଳେ ଫୋନ୍‌ ଆସିଲା ମିଳିଛି ଭାଜପା ଟିକେଟ୍‌: ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ଦେଲେ ଏମିତି ପ୍ରତିକ୍ରିୟା

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ଗାଜିପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ପାରସନାଥ ରାୟଙ୍କୁ ପ୍ରାର୍ଥୀ କରି ଭାଜପା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାରସନାଥ ନିଜେ ବିଶ୍ୱାସ କରିପାରୁ ନଥିଲେ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ ଥିବା…

ଚନ୍ଦନେଶ୍ୱର ମହାଦେବଙ୍କ ନୀଳପର୍ବରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୧ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ମହାଦେବଙ୍କର ବିଶ୍ୱ ପ୍ରସିଦ୍ଧ ଚଡ଼କମେଳାର ଗୁରୁବାର ମହାନୀଳ ଉତ୍ସବ। ଏହି ମହାନୀଳ ଉତ୍ସବରେ ଓଡ଼ିଶା ସମେତ ଭିନ୍ନ…

ପ୍ରପଟି ଟାଇକୁନଙ୍କ ଉପରେ ୧୨ଅରବ ଡଲାର ସମ୍ପତ୍ତି ଅପବ୍ୟବହାର ଅଭିଯୋଗ, ହୋଇପାରେ ମୃତ୍ୟୁଦଣ୍ଡ

ଭିଏତନାମ,୧୧।୪: ଅନେକ ମାସ ଧରି ଭିଏତନାମର ସବୁଠାରୁ ବଡ ଠକେଇ ମାମଲାର ଶୁଣାଣି ଚାଲିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ମହିଳା ଯିଏକି ବର୍ତ୍ତମାନ…

ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ୍‌, ଖୋଲୁନାହିଁ ଆକାଉଣ୍ଟ

ନୂଆଦିଲ୍ଲୀ,୧୧।୪: ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର) ଡାଉନ୍‌ ହୋଇଛି। ଗୁରୁବାର ସକାଳ ୧୦.୪୧ରେ ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଫଳରେ ବ୍ୟବହାରକାରୀ…

ଗମ୍ଭୀରଙ୍କ ସହ ଆଲିଙ୍ଗନକୁ ନେଇ ଏମିତି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସର କେବଳ ସର୍ବଶ୍ରେଷ୍ଠ ଖେଳାଳି ନୁହଁନ୍ତି, ଅନେକ ଥର ବିବାଦ ମଧ୍ୟ ତାଙ୍କୁ ଘେରି ରହିଛି। ଗୌତମ ଗମ୍ଭୀର ଏବଂ ନବୀନ-ଉଲ-ହକଙ୍କ…

ଇନ୍ଦିରା ଗାନ୍ଧୀଙ୍କ ପରେ ଆମେରିକା ମାଗାଜିନ୍‌ କଭର ପେଜ୍‌ରେ ମୋଦି

ନୂଆଦିଲ୍ଲୀ,୧୧।୪: ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ…