କର୍ନାଟକ ବିଧାନସଭାରେ ଦିଆଯାଇଥିଲା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ: ମିଳିଲା ପ୍ରମାଣ

ବେଙ୍ଗାଲୁରୁ,୧।୩: କର୍ନାଟକରେ ରାଜ୍ୟ ସଭା ଏମ୍‌ପି ନାସିର ହୁସେନଙ୍କ ବିଜୟ ପରେ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦିଆଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫୋରେନସିକ ରିପୋର୍ଟ…

ପାଟଣା ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ଶୁକ୍ରବାର ପାଟଣା ଅଞ୍ଚଳବାସୀଙ୍କ ତରଫରୁ ଏକ ବୁଦ୍ଧିଜୀବୀ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ…

୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଗ୍ରୀନ-ହେଜଲଉଡ୍‌

ୱେଲିଙ୍ଗଟନ୍‌,୧।୩: କ୍ୟାମେରନ ଗ୍ରୀନ ଏବଂ ଜୋସ ହେଜେଲଉଡଙ୍କ ଯୋଡି ଶୁକ୍ରବାର ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ…

ଦ୍ୱିଗୁଣିତ ହେବ ଭାରତ-ପାକିସ୍ତାନ ରୋମାଞ୍ଚ: ମୁକ୍ତିଲାଭ କଲା ନେଟଫ୍ଲିକ୍ସ ‘ଦି ଗ୍ରେଷ୍ଟ ରାଇଭଲରୀ’ର ଟିଜର

ନୂଆଦିଲ୍ଲୀ,୧।୩: କ୍ରିକେଟ ଭାରତରେ ଏକ ପର୍ବଠାରୁ କମ ନୁହେଁ। ଭାରତୀୟମାନେ ମଧ୍ୟ ଏହି ପର୍ବ ପାଳନ କରିବା ପାଇଁ ନିଜ କାର୍ଯ୍ୟ ଛାଡିଥାନ୍ତି। ବିଶେଷ କରି ଯେତେବେଳେ…

ଜେଏନୟୁରେ ଛାତ୍ର ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ନୂଆଦିଲ୍ଲୀ,୧।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଛାତ୍ର ଅଶାନ୍ତ ଦେଖାଦେଇଛି। ଅଖିଳ ଭାରତ ବିଦ୍ୟା ପରିଷଦ(ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍‌…

ସୁପ୍ରିମକୋର୍ଟରୁ ଆଶାରାମ ବାପୁଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧।୩: ସ୍ବାସ୍ଥ୍ୟଗତ କାରଣରୁ ବଳାତ୍କାର ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ଆତ୍ମ ଘୋଷିତ ଗଡମ୍ୟାନ ଅଶାରାମ ବାପୁଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରିବାକୁ ମନା କରିଦେଇଛନ୍ତି।…

ସନ୍ଦେଶଖାଲିରେ ପ୍ରାର୍ଥୀ ବଦଳାଇପାରେ ଭାଜପା, ଆନ୍ଦୋଳନ ସହ ଜଡିତ କୌଣସି ମହିଳାଙ୍କୁ ଦେଇପାରେ ଟିକେଟ

ନୂଆଦିଲ୍ଲୀ,୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଶୁକ୍ରବାର ଯେ କୌଣସି ସମୟରେ ଆସିପାରେ। ଏହି ସମୟରେ ସୂତ୍ର ଅନୁଯାୟୀ, ଦିଲ୍ଲୀର…

ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର

ରାୟପୁର,୧।୩: ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର। ଏଭଳି ଘଟଣା ଛତିଶଗଡର ସୁକୁମା ଜିଲାରେ ଦେଖିବାକୁ ମିଳିଛି। ସୁକୁମା ଜିଲାର ଜାଗରକଣ୍ଡା ନକ୍ସଲ ପ୍ରବଣ ଅଞ୍ଚଳରେ ହୋଇଥିବାରୁ…

କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର,୧ା୩: ପ୍ରଦେଶ କଂଗ୍ରେସ ଉପସଭାପତି ରଜତ ଚୌଧୁରୀ ଶୁକ୍ରବାର କଂଗ୍ରେସ ଛାଡ଼ିଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ…

ସିନ୍ଦ୍ରି ପ୍ଲାଣ୍ଟକୁ ଆରମ୍ଭ କରିବାକୁ ନେଇଥିଲି ସଂକଳ୍ପ, ଆଜି ପୂରଣ ହେଲା ଗ୍ୟାରେଣ୍ଟି, ଝାଡ଼ଖଣ୍ଡରେ ଗର୍ଜିଲେ ମୋଦି

ରାଞ୍ଚି,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ମାର୍ଚ୍ଚ ୧)ରେ ଝାଡଖଣ୍ଡର ସିନ୍ଦ୍ରିରେ ୩୫୭୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି। ସିନ୍ଦ୍ରିରେ ଲୋକଙ୍କୁ ସମ୍ବୋଧିତ କରି…