ଆସିଲା ତାଲିକା…ମୋଦି ୩.୦ କ୍ୟାବିନେଟ୍‌ରେ କେଉଁ ରାଜ୍ୟରୁ କିଏ ହେବେ ମନ୍ତ୍ରୀ, ଦେଖନ୍ତୁ… 

ନୂଆଦିଲ୍ଲୀ,୯।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌କୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲାଗିଛି। ଏଥିରେ ସ୍ଥାନ ପାଇବାକୁ ଥିବା…

ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ ଘଟଣା: ସ୍ବାମୀ, ଶାଶୁ-ଶ୍ୱଶୁର, ପୁତୁରା ଗିରଫ

ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁଡ଼ା ଗ୍ରାମର ନମିତା ବଣିଆ(୩୩) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଶ୍ମଶାନ ନିକଟ ଏକ…

ମହିଳାଙ୍କୁ ଗୋଟା ଗିଳିଦେଲା ଅଜଗର, ୩ଦିନ ପରେ ବାହାରିଲା ମୃତଦେହ

ନୂଆଦିଲ୍ଲୀ, ୯ା୬: ନିଖୋଜ ଥିବା ଜଣେ ଇଣ୍ଡୋନେସିଆର ମହିଳାଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର ହୋଇଛି । ଏହି ମହିଳାଙ୍କୁ ଏକ ୧୬ ଫୁଟ୍‌ର ଅଜଗର…

ଶୀତଳଷଷ୍ଠୀରେ କନ୍ୟାଦାନ କରିବେ ଦେବାଶିଷ, ଶ୍ୱଶୁରଘର ପରିବାର ଓ ଧର୍ମପତ୍ନୀ ରୀତିମୁକ୍ତାଙ୍କ ସହ ପ୍ରସ୍ତୁତିରେ ସାମିଲ

ସମ୍ବଲପୁର,୯ା୬(ଭବାନୀ ଶଙ୍କର ଭୋଇ): କ୍ରିକେଟ ଦୁନିଆରେ ସୁଇଙ୍ଗ ବୋଲିଂ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ରଖିଥିବା ଦେବାଶିଷ ମହାନ୍ତି ଏବେ ପାର୍ବତୀଙ୍କ ପିତାଭାବେ ଦାୟିତ୍ୱ…

କିଏ ସେ ରାମ ମୋହନ ନାଇଡୁ? ମୋଦି ସରକାର ୩.୦ରେ ହେବାକୁ ଯାଉଛନ୍ତି ସବୁଠାରୁ କମ୍‌ ବୟସର କ୍ୟାବିନେଟ୍‌ ମନ୍ତ୍ରୀ 

ନୂଆଦିଲ୍ଲୀ,୯।୬: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ କିଏ କିଏ ସାମିଲ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶିବରାଜ…

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀଙ୍କ ଇସ୍ତଫା

ଭୁବନେଶ୍ୱର, ୭।୬: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ସଭାପତି ପଦରୁ ସଂଗ୍ରାମ କେଶରୀ ପାଇକରାୟ ଇସ୍ତଫା ଦେଇଛନ୍ତି। ଆଇଏମ୍‌ଏସ୍‌ଏମ୍‌ଇ ବିଭାଗକୁ ସେ ନିଜର ଇସ୍ତଫା…

ଆସିଲା ନିର୍ଦ୍ଦେଶ, ଏହି ଦିନ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର, ୯।୬: ରାଜ୍ୟରେ ଗ୍ରୀଷ୍ମ ଛୁଟି ସରି ଆସୁଥିବାବେଳେ ଆସନ୍ତା ୧୭ ତାରିଖରୁ ସ୍କୁଲ ଖୋଲିବ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ…

ଟ୍ରକ୍‌ରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା,୯ା୬: ମୋହନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଖାପାଖି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଅଡ଼ବା ଥାନା ଅଞ୍ଚଳରୁ ମାଲବାହୀ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶକୁ…

ସାଲିସ ବିହୀନ ଓ ବିଚକ୍ଷଣା ଥିଲେ ନନ୍ଦିନୀ ଦେବୀ

ଭଦ୍ରକ,୯ା୬(ସନାତନ ରାଉତ): ସାଲିସ ବିହୀନ, ବିଚକ୍ଷଣ ରାଜନେତା ସହ ଜଣେ ସୁସାହିତି୍ୟକା, ଅନୁବାଦକ ଥିଲେ ଲୌହ ମାନବୀ ତଥା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ…

ମନ୍ତ୍ରୀ ହେବା ପାଇଁ ପହଞ୍ଚିଲେ ନେତା, ମୋଦିଙ୍କ ବାସଭବନରେ ଚାଲିଛି ଚା ପାର୍ଟି

ନୂଆଦିଲ୍ଲୀ, ୯ା୬: ନରେନ୍ଦ୍ର ମୋଦି ଆଜି ଲଗାତାର ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ସା ୭.୧୫ ମିନିଟ୍‌ରେ ଏନେଇ ରାଷ୍ଟ୍ରପତି ଭବନରେ ଶପଥ…