ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତିନ ପ୍ରସାଦ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜିତିନ ପ୍ରସାଦ ବର୍ତ୍ତମାନ କେନ୍ଦ୍ରର ଦାୟିତ୍ୱ ଗ୍ରହଣ…

ଛିଣ୍ଡୁନି ଅଙ୍କ, ବାଚସ୍ପତି ପଦ ନେଇ ଟଣାଓଟରା

ନୂଆଦିଲ୍ଲୀ,୧୧।୬: ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରୀପଦ ବଣ୍ଟନ ପରେ ଏବେ ବାଚସ୍ପତି ପଦ ଉପରେ ନଜର ରହିଛି। ଏଥର ଭାଜପାକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ବାଚସ୍ପତି ପଦ…

ଖୋଜାପଡ଼ିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର

ଭୁବନେଶ୍ୱର,୧୧।୬: ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅର୍ଥାତ୍‌ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକ ପରେ ଓଡ଼ିଶାର ଆଗାମୀ…

ଗୋଟିଏ ଝଟ୍‌କାରେ ଚାଲିଗଲା ୪ ୟୁଟ୍ୟୁବରଙ୍କ ଜୀବନ

ଲକ୍ଷ୍ନୌ, ୧୧।୦୬: ଉତ୍ତର ପ୍ରଦେଶର ଅମରୋହ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ ଜଣ ୟୁଟ୍ୟୁବରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୧୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବାଉଁଶୁଳୀ ଉଖୁଣ୍ଡା ରାସ୍ତାର ଭଅଁରପୁର ନାଳ ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କା ରେ ଜଣେ୪୨ବର୍ଷୀୟ…

କେଉଁଠି ପାଠ ପଢିଛନ୍ତି ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ ସେ ତାଙ୍କ କ୍ୟାବିନେଟରେ ୭୧ ନେତାଙ୍କୁ ମଧ୍ୟ…

ଭାଜପାର ପ୍ରଥମ ସରକାରରେ କିଏ ସବୁ ହେବେ ମନ୍ତ୍ରୀ: ଲିଷ୍ଟ୍‌ରେ ଅଛି ଏସବୁ ନାଁ

ଭୁବନେଶ୍ୱର,୧୧।୬:ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ…

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ…

କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ…

ପଞ୍ଜାବରେ ନିର୍ବାଚନ ହାରୁଥିବା ନେତାଙ୍କୁ କାହିଁକି କରାଯାଉଛି ମନ୍ତ୍ରୀ? ୨୦୧୪ରୁ ଏବେ ପର୍ଯ୍ୟନ୍ତ ୩ ଥର ଏମିତି ହେଲାଣି

ନୂଆଦିଲ୍ଲୀ,୧୧।୬: ମୋଦିଙ୍କ କ୍ୟାବିନେଟରେ ୭୧ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ ଅଧିକାଂଶ ଆଖି ପଞ୍ଜାବରୁ ଆସୁଥିବା ରବଣୀତ ସିଂ ବିଟୁଙ୍କ ଉପରେ ଥିଲା। ସୂଚନାଯୋଗ୍ୟ, ନିର୍ବାଚନରେ…