ଭାରତ ପାଇଁ ପାକିସ୍ତାନ ଯିବେନି ଏହି ଅଷ୍ଟ୍ରେଲିୟ ଖେଳାଳି!

ସିଡନୀ,୫।୨: ଅଷ୍ଟ୍ରେଲିଆ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ପାକିସ୍ତାନ ବିପକ୍ଷରେ ସୀମିତ ଓଭର ସିରିଜରେ ଖେଳିବେ ନାହିଁ। ଯଦିଓ…

ରାଜ୍ୟ, କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କର: ଅଜୟ କୁମାର

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ କଂଗ୍ରେସର ପୁରୁଣା ନେତା, ମହିଳା, ଯୁବକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଭରି ରହିଛି। ସେମାନଙ୍କ ଉଦ୍ୟମ ଓ ସହଯୋଗରେ…

ଅନ୍ତବସ୍ତ୍ରରେ ଟିସୁ ପେପର ଲଗାଇ ଖେଳିଥିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୩: ବିଶ୍ୱର ମହାନ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକରଙ୍କୁ ଗଣାଯାଏ। ସେ ୧୯୮୯ ରୁ ୨୦୧୩ ମଧ୍ୟରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏହି ସମୟ…

ପୂର୍ବ ଭୋଟ ଦେଖି ଭାଜପାରେ ଅଧିକ ଆଶାୟୀ

ଜଗତ୍‌ସିଂହପୁର, ୫ା୩(ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୨୦୦୯, ୨୦୧୪ ଓ ୨୦୧୯ରେ ବିଜୟଲାଭ କରିଥିଲେ। ଭାଜପା ଆସନ୍ତା ନିର୍ବାଚନରେ ଏଠାରେ ଉତ୍ତମ ପ୍ରଦର୍ଶନ…

ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଚାଲିଛି: ତୁରନ୍ତୁ କରନ୍ତୁ ଆବେଦନ

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବା ପରେ ଏହାର ପରଦିନଠାରୁ ଭୋଟର ତାଲିକାରେ ନିରନ୍ତର ଅଦ୍ୟତନ କାର୍ଯ୍ୟ ଚାଲୁଛି।…

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୫ା୩(ଅନିଲ ଦାସ):ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି…

ଆଜି ଓଡ଼ିଶା ଆସୁଛନ୍ତି ମୋଦି: ୧୯,୬୦୦ କୋଟି ଦେବେ ଭେଟି

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ।…

ଇଚ୍ଛାଶକ୍ତିରୁ ସଫଳ ବ୍ୟବସାୟୀ

ପିଲାଟି ଦିନରୁ ଶାନ୍ତ ସରଳ ସ୍ବଭାବର ମେଧାବୀ ଛାତ୍ର ଜଣକ ସମୟକ୍ରମେ ସୁନ୍ଦରଗଡ଼ ଜିଲାର ବଣାଇରୁ ଉଚ୍ଚ ଶିକ୍ଷା ଶେଷକରି ଭୁବନେଶ୍ୱରର କୃଷି ମହାବିଦ୍ୟାଳୟ ବା ଓୟୁଏଟିରେ…

ବେଦିରୁ ଉଠି କଲେ ରକ୍ତଦାନ

ଅନୁଗୋଳ, ୫ା୩(ଅମିତ କୁମାର ସାମଲ):ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ମିଳିତ ଭାବେ ନେଇଥିଲେ ନିଷ୍ପତ୍ତି। ସେଥିପାଇଁ ବିବାହ ସରିବା ମାତ୍ରେ ବେଦିରୁ ଉଠି ସିଧା…

ଯୁବଶକ୍ତି ଶତପ୍ରତିଶତ ଆତ୍ମନିର୍ଭର ହେବେ: ଧର୍ମେନ୍ଦ୍ର

ଅନୁଗୋଳ,୫ା୩(ଅମିତ କୁମାର ସାମଲ):ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ପ୍ରତିଷ୍ଠା ହୋଇଥିବା ସ୍କିଲ ଇଣ୍ଡିଆ ସେଣ୍ଟର(ଏସ୍‌ଆଇସି) ଜିଲାର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ। ସୋମବାର ଏହି…