‘ଆମେ ଏକା ଲଢ଼ିଲେ ଭଲ କରିବୁ’

ଭୁବନେଶ୍ୱର,୮ା୩: ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ…

ରାଜ୍ୟ ସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି

ନୂଆଦିଲ୍ଲୀ,୮।୩: ପ୍ରସିଦ୍ଧ ବିଜନେସମ୍ୟାନ ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସୁଧା ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ…

ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ୧୫ରୁ ଅଧିକ ଥର ଛୁରି ଭୁସିମାରିଲେ ବାପା

ନୂଆଦିଲ୍ଲୀ,୮।୩: ରାତିପାହିଲେ ହୋଇଥାନ୍ତା ପୁଅର ବାହାଘର, ଘରକୁ ଆସିଥାନ୍ତେ ନୂଆ ବୋହୂ। ଘରେ ଭର୍ତ୍ତି ହୋଇଥିଲେ ବନ୍ଧୁବାନ୍ଧବ । ମାତ୍ର ବିବାହ ପୂର୍ବରୁ ପୁଅ ମୁହଁ ଓ…

ଲୋକ ସଭା ନିର୍ବାଚନ ପୂର୍ବରୁ ଗଡକରୀଙ୍କୁ ଅଫର ଦେଲେ ଉଦ୍ଧବ

ମୁମ୍ବାଇ,୮।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ନିତିନ ଗଡକରୀଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର…

ରୋହିତ, ଶୁବମନଙ୍କ ଶତକ: ଦୃଢ ସ୍ଥିତିରେ ଭାରତ

ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ଦ୍ୱିତୀୟ ଦିନ ମଧ୍ୟାହ୍ନ ସୁଦ୍ଧା ଭାରତ ଦୃଢ ସ୍ଥିତିରେ ରହିଛି। କୁଲଦୀପ ଯାଦବ ଏବଂ…

କାର୍‌ ଧୋଇଲେ ଦେବେ ଏତିକି ଟଙ୍କା ଜରିମାନା

ବେଙ୍ଗାଲୁରୁ,୮ା୩: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ଜଳସଙ୍କଟ ଦେଖାଦେଇଛି। ଏନେଇ ସରକାର ଶୁକ୍ରବାର ବେଙ୍ଗାଲୁରୁରେ  କାର୍‌ ଧୋଇବା, ବଗିଚା ଏବଂ ନିର୍ମାଣକାର୍ଯ୍ୟ ଭଳି ବିଭିନ୍ନ ଉଦ୍ଦେଶ୍ୟରେ ପାନୀୟ…

ମହଙ୍ଗା ଭତ୍ତା ବୃଦ୍ଧି ପରେ କେତେ ବଢିଯିବ ସରକାରୀ କର୍ମଚାରୀ ଦରମା, ଜାଣନ୍ତୁ…

ନୂଆଦିଲ୍ଲୀ,୮।୩: ହୋଲି ଆଉ କିଛି ଦିନ ବାକି ଅଛି। ହୋଲିର ଠିକ୍‌ ପୂର୍ବରୁ ପ୍ରଧାନମନ୍ତ୍ରରୀ ନରେନ୍ଦ୍ର ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି।…

ଆରଡ଼ିରେ ଲାଗିଛି ଭକ୍ତଙ୍କ ଭିଡ଼

ଭଦ୍ରକ,୮।୩(ସନାତନ ରାଉତ ): ଭଦ୍ରକର ପ୍ରସିଦ୍ଧ ଶୈବ ପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣିରେ ଶୁକ୍ରବାର ଜାଗରଯାତ୍ରା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଭୋର ୪ ଟାରୁ ସେବାୟତଙ୍କ…

ଆର ଜେ ରୌନକ, ଜୟା କିଶୋରି, ମୈଥିଲି ଠାକୁରଙ୍କୁ ନାଶନାଲ କ୍ରିଏଟର୍ସ ଆଓ୍ବାର୍ଡରେ ସମ୍ମାନୀତ କଲେ ମୋଦି

ନୂଆଦିଲ୍ଲୀ,୮।୩: ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୈଥିଲି ଠାକୁର, ଜୟା କିଶୋରିଙ୍କ ସମେତ ବହୁ ଯୁବ ସେଲିବ୍ରିଟିଙ୍କୁ ଭାରତ ମଣ୍ଡପମରେ ନାଶନାଲ…

୪-୬ରେ ଫସିଛି ଭାଜପା-ଟିଡିପି ମେଣ୍ଟ, ପୁଣିଥରେ ନଡ୍ଡା-ଶାହାଙ୍କ ସହ ମନ୍ଥନ କରିବେ ଚନ୍ଦ୍ରବାବୁ

ନୂଆଦିଲ୍ଲୀ,୮।୩: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମ୍ପର୍କରେ ଭାଜପା ଏବଂ ଟିଡିପି-ଜନସେନାଙ୍କ ମଧ୍ୟରେ ଆସନ ବାଣ୍ଟିବା ନେଇ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା…