ମୟୂରଭଞ୍ଜ: ଜଣାଶୁଣା ନେତ୍ରୀଙ୍କୁ କୋଣଠେସା

ବାରିପଦା, ୭ା୪(ନୀଳାଦ୍ରି ବିହାରୀ ଦଣ୍ଡାପଟ): ନିର୍ବାଚନ ବିଗୁଲ ବାଜିବା ପରେ ମୟୂରଭଞ୍ଜ ଜିଲାରେ ରାଜନୀତି ଦୃଶ୍ୟପଟ ଭିନ୍ନ ମୋଡ ନେଉଛି । ଦଳରେ ଆଶାୟୀଙ୍କ ଅସନ୍ତୋଷ ଓ…

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ…

ସମୟରେ ଆସୁନାହାନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ

ସୋସୋ,୭।୪(ସତ୍ୟବ୍ରତ ଜେନା)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଦଧିବାମନପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଛି। ଏଠାରେ ନିୟୋଜିତ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀଙ୍କ ମନମାନୀ ଯୋଗୁ ଗ୍ରାମାଞ୍ଚଳରେ…

ଶ୍ରମିକ କାର୍ଡ ହାତେଇଛନ୍ତି ଅଣଶ୍ରମିକ

ଭଦ୍ରକ,୭।୪ (ସନାତନ ରାଉତ)ଭଦ୍ରକ ଜିଲାରେ ଶ୍ରମିକ କାର୍ଡ ହାତେଇଛନ୍ତି ବହୁ ଅଣଶ୍ରମିକ। ଫଳରେ ପ୍ରକୃତ ଶ୍ରମିକ ଶ୍ରମକାର୍ଡରୁ ବଞ୍ଚତ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଜିଲାରେ…

ମହୁଲ ଫୁଲ ଦେଇଛି ଜୀବିକା

ଜଳେଶ୍ୱର, ୭ା୪(ନବୀନ ସାହୁ)ଆଦିବାସୀଙ୍କ ଜୀବନଜୀବିକା ସହିତ ମହୁଲ ଫୁଲ ବିଶେଷ ଭାବେ ଯୋଡ଼ି ହୋଇରହିଛି। ବିଶେଷକରି ଫଗୁଣ-ଚୈତ୍ର ୨ମାସ ଆଦିବାସୀମାନେ ମହୁଲ ଫୁଲ ସାଉଁଟିବା କାର୍ଯ୍ୟରେ ବ୍ୟସ୍ତ…

ଫି’ ଆଦାୟ ହେଉଛି, ରକ୍ଷଣାବେକ୍ଷଣ ହେଉନି

ବ୍ରହ୍ମପୁର,୭ା୪(ସ୍ମୃତିରଞ୍ଜନ ମହାଲିକ)ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ପକ୍ଷରୁ ନିଜସ୍ବ ସ୍ଥାନରେ ଏକ ପାର୍କ ନିର୍ମାଣ କରାଯାଇଛି, ଯେଉଁଠାରେ ବ୍ୟାୟାମ ଉପକରଣ ଓ ଶିଶୁଙ୍କ ଖେଳିବା…

ଚାଲିଛି ଇସ୍ତଫା, ଦଳଡିଆଁ ପର୍ବ

ଅନୁଗୋଳ,୭ା୪ (ଅମିତ କୁମାର ସାମଲ)ଅନୁଗୋଳ ଜିଲା ରାଜନୀତିରେ ଏବେ ଜୋର୍‌ଧରିଛି ଇସ୍ତଫା ଓ ଦଳଡିଆଁ ପର୍ବ। ବିଶେଷକରି ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ…

ସଫଳତା ଦୋହରାଇବା ବିଜେଡିକୁ ଚାଲେଞ୍ଜ

ଯାଜପୁର,୭ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ପୌର ପରିଷଦ ସମେତ ଦଶରଥପୁର ବ୍ଲକର ୨୦ ଏବଂ ଯାଜପୁର ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ଯାଜପୁର ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ହେଲା…

ଫାଇଲ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା,୭ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁର୍ନଉଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି ା ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି ା…

ଏଥର ନବାଗତ, ପୁରୁଖାଙ୍କ ମଧ୍ୟରେ ଲଢ଼େଇ

ଆଳି,୭ା୪(ବନମାଳୀ ସେନାପତି)କେନ୍ଦ୍ରାପଡ଼ା ଜିଲା ଆଳି ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି। ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ଆଳି ନିର୍ବାଚନମଣ୍ଡଳୀରେ…