ଡେନମାର୍କ ସେନାରେ ସାମିଲ ହେବେ ମହିଳା, ୟୁରୋପରେ ବଢୁଥିବା ସୁରକ୍ଷା ଚିନ୍ତା ଭିତରେ ବଡ ପଦକ୍ଷେପ

କୋପେନହାଗନ,୧୪।୩: ୟୁରୋପୀୟ ଦେଶ ଡେନମାର୍କ ଏହାର ସେନାରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା ଦିଗରେ ପଦକ୍ଷେପ ନେଉଛି। ଡେନମାର୍କର ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକସେନ ଏ ବିଷୟରେ ସୂଚନା ଦେଇଛନ୍ତି।…

ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ) ଭାରତୀୟ ବାୟୁ ସେନାର ଜଣେ ଯବାନଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ସେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରିକ୍ଷୀ ଗ୍ରାମର ଇନ୍ଦ୍ରମଣି ସାହୁ (୩୬)।…

ମମତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ହସ୍ପିଟାଲରେ ହେଲେ ଭର୍ତ୍ତି

କୋଲକାତା,୧୪।୩: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ତୃଳମୂଳ କଂଗ୍ରେସ ସୋସିଆଲ…

ଏସବିଆଇ ନିର୍ବାଚନୀ ବଣ୍ଡକୁ ସାର୍ବଜନୀନ କଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୪।୩: ଭାରତୀୟ ନିର୍ବାଚନ କମିଶନ ଆୟୋଗ(ଇସିଆଇ) ଗୁରୁବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଦାଖଲ କରିଥିବା ନିର୍ବାଚନ ବଣ୍ଡ ତଥ୍ୟକୁ ଏହାର ୱେବସାଇଟରେ ସାର୍ବଜନୀନ କରିଛି।…

ସିଆଇଆଇର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୪।୩: ଭାରତୀୟ ଶିଳ୍ପ ମହାସଂଘ ( କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ସିଆଇଆଇ)ର ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱରଠାରେ…

ବଜାରରେ କେଟିଏମ୍‌ର ଆର୍‌ସି ଆଣ୍ଡ ଆଡ୍‌ଭେଞ୍ଜର ରେଞ୍ଜ

ଭୁବନେଶ୍ୱର,୧୪।୩: ଦେଶର ପ୍ରମୁଖ ପ୍ରିମିୟମ ମୋଟରସାଇକେଲ ବ୍ରାଣ୍ଡ୍‌ ‘କେଟିଏମ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ୨୦୨୪କେଟିଏମ୍‌ ଆର୍‌ସି ଆଣ୍ଡ ଆଡ୍‌ଭେଞ୍ଜର ରେଞ୍ଜର…

ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ…

କର୍ନାଟକରେ ଭାଜପାର ବମ୍ପର ଓପନିଂ, ହଜିଯାଇପାରେ କଂଗ୍ରେସ

ମୁମ୍ବାଇ,୧୪।୩: ଆଗକୁ ପାଖେଇ ଆସୁଛି ଲୋକ ସଭା ନିର୍ବାଚନ। ଏବେ ଏହି ନିର୍ବାଚନକୁ ନେଇ ସମସ୍ତଙ୍କ ନଜର ଏକଜିଟ ପୋଲ ଉପରେ। ଏବେ ଆସିବାକୁ ଥିବା ଏକ…

ତୃତୀୟ ପକ୍ଷ ୟୁପିଆଇ ଆପ୍ ଭାବେ କାର୍ଯ୍ୟ କରିବାକୁ Paytmକୁ ଅନୁମତି ଦେଲା ଏନପିଇସିଆଇ

ନୂଆଦିଲ୍ଲୀ,୧୪।୩: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିଇସିଆଇ) ମଲ୍ଟି ବ୍ୟାଙ୍କ ମଡେଲ ଅନ୍ତର୍ଗତ ଏକ ତୃତୀୟ ପକ୍ଷ ୟୁପିଆଇ ଆପ୍ ଭାବେ କାର୍ଯ୍ୟ କରିବାକୁ ପେଟିଏମକୁ…