ହାଥରସ ପୀଡ଼ିତଙ୍କ ପରିବାରକୁ ଭେଟିଲେ ରାହୁଲ, ସାହାଯ୍ୟ ପାଇଁ ଦେଲେ ଭରସା

ଅଲିଗଡ଼,୫।୭: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ଆଲିଗଡ଼ ଏବଂ ପରେ ହାଥରସରେ ପହଞ୍ଚି ହାଥରସରେ ସତସଙ୍ଗ ସମୟରେ ଦଳାଚକଟାରେ ମୃତ୍ୟୁବରଣ…

ଅଧିକ ଶୋଇବାକୁ ଗଭର୍ନରଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଥାସମ୍ଭବ ଶୋଇବାକୁ ଡେମୋକ୍ରାଟିକ ଗଭର୍ନର ଗୋଷ୍ଠୀକୁ ନିବେଦନ କରିଛନ୍ତି। କମ ଘଣ୍ଟା କାମ କରିବାକୁ ଏବଂ ରାତି ୮ଟା ପରେ…

ଲାଇସେନ୍ସକୁ ନେଇ ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ, ଏଣିକି ଦିନକରେ ମିଳିବ…

ଭୁବନେଶ୍ୱର,୫।୭: ଏଣିକି ଦିନକରେ ମିଳିବ ପ୍ରୋଭିଜିନାଲ ଟ୍ରେଡ ଲାଇସେନ୍ସ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗର ୫ଟି…

ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ କେଉଁଠି…

ଏହି ଖେଳାଳିଙ୍କୁ ପ୍ରଶଂସା କରୁ କରୁ ଏମିତି କହିଦେଲେ କୋହଲି

ମୁମ୍ବାଇ,୫।୭: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କୁ ପ୍ରଶଂସା କରିଥିଲେ। କୋହଲି ବୁମରାଙ୍କୁ ଏକ…

ଭିକ୍ଟ୍ରି ପରେଡ ସମୟରେ ଅନେକ ପ୍ରଶଂସକ ଆହତ, ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଅନେକେ ବେହୋସ

ମୁମ୍ବାଇ,୫।୭: ଟି -୨୦ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ଐ ତିହାସିକ ସ୍ବାଗତ କରାଯାଇଥିଲା। ରୋହିତ ଶର୍ମାଙ୍କ ଦ୍ୱାରା ଅଧିନାୟକ…

ଗର୍ଜନବାହାଲ କୋଇଲା ଖଣିରେ ଫୁଟିଲା ଗୁଳି: ୩ ଆହତ, ୧୦ ଅଟକ

ସୁନ୍ଦରଗଡ଼,୫ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ସ୍ଥିତ ଗର୍ଜନବାହାଲ କୋଇଲା ଖଣି ନିକଟ ବରପାଲିରେ ଥିବା ଏକ କୋଲ ଓ୍ବାସେରୀରେ ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି।…

ଗିରଫ ଭୟରେ ହାଇକୋର୍ଟ ଗଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର,୭।୩:ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଖବରଦାତାଙ୍କ ଉପରକୁ କୁକୁର ଛାଡ଼ିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କ ବିରୋଧରେ କ୍ୟାପିଟାଲ…

ମହାପ୍ରଭୁଙ୍କ ପାଇଁ ପ୍ରାୟ ୩ଶହ ମାମଲା ମାଗଣାରେ ଲଢ଼ିଛନ୍ତି ଜଷ୍ଟିସ୍ ବିଶ୍ଵନାଥ ରଥ, ଏବେ ମିଳିଲା ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ

ଭୁବନେଶ୍ୱର,୫।୭: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା, ଅଳଙ୍କାର ଗୁଡ଼ିକର ଗଣନା ପାଇଁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ…

ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୭: ପୁରୀ ଜିଲା କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ଵତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ…