ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ଶହୀଦ, ୫ ଗୁରୁତର, ଜାରି ରହିଛି ଗୁଳି ବିନିମୟ

ନୂଆଦିଲ୍ଲୀ,୮।୭: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ସହ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଛନ୍ତି। ଯେଉଁଥିରେ ୫ ଜଣ ଯବାନ ଶହୀଦ…

ମାଗଣା ପାଇବେ ବିଦ୍ୟୁତ୍‌ ସେବା, ଶୀଘ୍ର କରିନିଅନ୍ତୁ ଆବେଦନ

ନୂଆଦିଲ୍ଲୀ,୮।୭: ସରକାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମାଗଣା ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ତେବେ ଏହାର ଲାଭ ଉଠାଇବାକୁ ହେଲେ ଏକ ଫର୍ମ ପୂରଣ…

ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

ମାଲେ,୮ା୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳକୁ ମାଳଦ୍ୱୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ୱକପ ବିଜୟକୁ ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପର ପର୍ଯ୍ୟଟନ ବିଭାଗ ଓ…

ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ଅଭିଯୁକ୍ତ ପୁଅ ଫେରାର, ବାପାଙ୍କୁ ଜାମିନ୍‌

ମୁମ଼୍ବାଇ, ୦୮।୦୭: ମୁମ଼୍ବାଇ ବିଏମ୍‌ଡବ୍ଲୁ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାରେ ଅଭିଯୁକ୍ତ ରାଜେଶ ଶାହାଙ୍କୁ ଜାମିନ୍‌ ମିଳିଛି । ସୋମବାର ମାମଲାର ଶୁଣାଣି କରି ସ୍ଥାନୀୟ କୋର୍ଟ…

ଅଭିଷେକଙ୍କ ଶତକକୁ ନେଇ ଗୁରୁ ଯୁବରାଜ ସିଂ କହିଲେ ଆଗକୁ ଆହୁରି ଅଛି…

ନୂଆଦିଲ୍ଲୀ, ୦୮।୦୭: ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ର ଡେବ୍ୟୁ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିଲେ । ସେ ଜିମ଼୍ବାୱେ ବିପକ୍ଷରେ ପ୍ରଥମ-୨୦ ମ୍ୟାଚ୍‌ରେ ଓପନର୍‌ ଭାବେ ମଇଦାନକୁ…

ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ

ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ ୧୦…

ପାଣ୍ଡିଆନ୍‌ଙ୍କ ପାଇଁ ୨ ବିଜେଡି ନେତାଙ୍କ ଭିତରେ କଳି, ଦେବାଶିଷଙ୍କ ବୟାନକୁ ନେଇ ପ୍ରଭାତ କହିଲେ…

ଭୁବନେଶ୍ୱର,୮।୭: ବିଜେଡି ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କ ବୟାନଙ୍କୁ ନେଇ କାଉଣ୍ଟର ଆଟାକ୍‌ କରିଛନ୍ତି ପ୍ରଭାତ ବିଶ୍ୱାଳ। ସେ କହିଛନ୍ତି, ଏମିତି କହିବାକୁ ଦେବାଶିଷଙ୍କୁ କିଏ…

ଶିଶୁ ହସ୍ପିଟାଲ୍‌ ଉପରେ ମିଶାଇଲ୍‌ ମାଡ଼, ୨୪ ମୃତ

କିଓ଼୍ବ, ୦୮।୦୭: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି । ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ…

ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…

ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।…

ଅଡି କାରରେ ଆସିଲେ, ସାଇକେଲ ଆରୋହୀଙ୍କ ଠାରୁ ଟଙ୍କା ଲୁଟିନେଲେ

ଜୟପୁର, ୦୮।୦୭: ରାଜସ୍ଥାନର ଜୟପୁରରେ ଅଡିକାରରେ ଆସି ଜଣେ ସାଇକେଲ ଆରୋହୀଙ୍କ ଠାରୁ ୫ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ…