ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ହାଇଓ୍ବା, ୭ ବାଇକ୍‌ ଚୁରମାର୍‌ ; ମାଲିକ ଗୁରୁତର

ତିଗିରିଆ, ୩।୪(ଜାଫର ଖାଁ ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସ୍ଥିତ ମଙ୍ଗଳାବଜାରରେ ବୁଧବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ଆଠଗଡ ପଟୁ ବଡମ୍ବା…

ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ ପରିମାଣର…

କଂଗ୍ରେସରୁ ଆଉଟ୍‌ ହେବେ ସୁର ରାଉତରାୟ!

ଭୁବନେଶ୍ୱର,୩।୪: ପୁଅ ପାଇଁ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କଂଗ୍ରେସ ପଠାଇଲା କାରଣ ଦର୍ଶାଅ ନୋଟିସ୍‌। ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ…

ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ଗଲା

ତିଗିରିଆ, ୩।୪(ଜାଫର ଖାଁ ): ଆମ୍ବତୋଟାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ତିଗିରିଆ ଥାନା…

ସୋରଡ଼ାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବେ ହରିକୃଷ୍ଣ ରଥ

ସୋରଡ଼ା,୩ା୪(ଲମ୍ବୋଦର ପାଣିଗ୍ରାହୀ): କଂଗ୍ରେସର ସୋରଡ଼ାରୁ ବିଧାୟକ ପ୍ରାର୍ଥୀ ଭାବେ ଦଳର ବ୍ଲକ ସଭାପତି ହରିକୃଷ୍ଣ ରଥଙ୍କୁ ମଙ୍ଗଳବାର ବିଧାୟକ ପ୍ରାର୍ଥୀ ଭାବେ ଦଳ ତରଫରୁ ଘୋଷଣା କରିବା…

ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ମୋରଡ଼ା,୩ା୪(ସ୍ମାରକ ମାଜୀ): ମଧ୍ୟାହ୍ନଭୋଜନ ଖାଉଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ…

ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ

ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍‌କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା…

ଏପଟେ ଧାରଣା, ସେପଟେ ପ୍ରଚାର: ଧର୍ମଶାଳାରୁ ପ୍ରଚାର ଆରମ୍ଭ କଲେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି

ଯାଜପୁର,୩।୪: ଯାଜପୁର ଧର୍ମଶାଳା ଆସନକୁ ନେଇ ଭାଜପାରେ ଅସନ୍ତୋଷ ବଢି ଚାଲିଥିବାବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ…

ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେଲା ଅଟୋ; ଜଣେ ମୃତ, ୬ ଆହତ

ଦାରିଙ୍ଗବାଡି,୩।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କୁଏରେଙ୍ଗା ଛକ ନିକଟ ବୁଲାଣିରେ ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି।…

ହୋଟେଲରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ

ବଡ଼ବିଲ,୩।୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ହୋଟେଲ ଲକି ଇଣ୍ଡିଆର ଷ୍ଟାଫ କ୍ୱାର୍ଟରରୁ ବୁଧବାର ଜଣେ ଆସିଷ୍ଟାଣ୍ଟ ସେଫ(ସହକାରୀ ରୋଷେୟା)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ…