ବୁଝୁନି ସୁରଙ୍କ ମନ; ସାନପୁଅ ପାଇଁ କଲେ ପୁଣି ପ୍ରଚାର

ଭୁବନେଶ୍ୱର,୫।୪: ସୁର ରାଉତରାୟଙ୍କ ବୁଝୁନି ମନ । ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶ ପରେ ବି ବିଜେଡି ଏମପି ପ୍ରାର୍ଥୀ ତଥା ନିଜ…

Video: ଲଗାତର ପରାଜୟ ପରେ ଶିବଙ୍କ ଶରଣରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏଯାବତ ଦଳ ଖେଳିଥିବା ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି।…

ଥରିଲା ଆମେରିକାର ୨ ସହର

ନ୍ୟୁୟର୍କ,୫।୪: ଥରିଲା ଆମେରିକାର ୨ ସହର। ଶୁକ୍ରବାର ଦେଶର ନ୍ୟୁୟର୍କ ସହରରେ ୪.୮ ତିବ୍ରତା ବିଶିଷ୍ଟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସେହିଭଳି ନ୍ୟୁ ଜର୍ସିରେ ମଧ୍ୟ…

ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ… 

ପାଟଣା,୫।୪: ଗିରଫ ହୋଇପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଗ୍ବାଲିୟରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ପକ୍ଷରୁ ଶୁକ୍ରବାର ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ଆମର୍‌ସ ଆକ୍ଟ…

ପ୍ରଚାର ମଇଦାନରେ ଧର୍ମେନ୍ଦ୍ର-ବବି, ନା ନ ନେଇ କଲେ ଟାର୍ଗେଟ

ସମ୍ବଲପୁର,୫।୪: ଓଡ଼ିଶା ରାଜନୀତିର ହଟସ୍ପଟ ପାଲଟିଥିବା ସମ୍ବଲପୁରରେ ଆରମ୍ଭ ହେଲା ଲଢ଼େଇ। ଭୋଟ ପାଇଁ ମଇଦାନରେ ଦୁଇ ହେଭିୱେଟ। ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ…

ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର,୫।୪:ରାଜ୍ୟ ସରକାର ଶୁକ୍ରବାର ଛୋଟ ଧରଣର ଆଇଏଏସ୍‌ ଅଫିସର ଅଦଳବଦଳ କରିଛନ୍ତି। କଟକ ଜିଲାପାଳ ୨୦୧୨ ବ୍ୟାଚ ଆଇଏଏସ୍‌ ଅଫିସର ଭିନିତ ଭରଦ୍ୱାଜଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ…

ଓଡ଼ିଶା: ଆଜିର ଫଟୋ (୫ ଏପ୍ରିଲ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ପକ୍ଷରୁ ୫୩ ଜଣ ଶିକ୍ଷାନିବେଶ…

କେନ୍ଦ୍ରାଞ୍ଚଳ ଆଇଜି ହେଲେ ସଞ୍ଜୟ କୌଶଲ

ଭୁବନେଶ୍ୱର,୫।୪:୨୦୦୩ ବ୍ୟାଚର ସଞ୍ଜୟ କୁମାର କୌଶଲ ହେଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି। ୨୦୦୪ ବ୍ୟାଚ ଆଇପିଏସ ଆଶୀଷ କୁମାର ସିଂଙ୍କ ବଦଳରେ ତାଙ୍କୁ ଶୁକ୍ରବାର ଅବସ୍ଥାପିତ କରାଯାଇଛି।…

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି ।…

ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌

ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି। ଗୁରୁବାର…