ଖରା, ଗୁଳୁଗୁଳି ସତ୍ତ୍ୱେ ଭୋଟରଙ୍କ ଉତ୍ସାହ: ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଲମ୍ବା ଲାଇନରେ ଛିଡା ହୋଇ ଲୋକେ ନିଜ ମତଦାନ କରୁଛନ୍ତି। ପ୍ରବଳ ଖରା, ଗୁଳୁଗୁଳି ସତ୍ତ୍ୱେ ଉତ୍ସାହର ସହ…

‘ମମତା ଦିଦି ଠିକ କହୁଛନ୍ତି, ଜୁନ ୪ରେ ସରକାର ତ ଯିବ ହେଲେ…’, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ/କୋଲକାତା,୨୫।୫: ଷଷ୍ଠ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ବର୍ତ୍ତମାନର ସରକାର ଅର୍ଥାତ ମୋଦି ସରକାର ଜୁନ…

୧୫୪, ୧୫୨ ବୁଥରେ ଇଭିଏମ୍‌ ଅଚଳ

ନିରାକାରପୁର,୨୫।୫(ମାନସଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ନିର୍ବାଚନ ଚାଲିଥିବା ବେଳେ ୧୫୪ ନମ୍ବର ବୁଥ ୪୫ମିନିଟ ଏବଂ ୧୫୨ ନମ୍ବର ବୁଥରେ…

ମତଦାନ କେନ୍ଦ୍ରରେ ଅଘଟଣ: ଭୋଟ ଦେବାକୁ ଆସିଥିବା ବୃଦ୍ଧାଙ୍କ ଚାଲିଗଲା ଜୀବନ

ଭୁବନେଶ୍ୱର,୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଭୋଟରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନୟାଗଡ ଜିଲା ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ପଥରପୁଞ୍ଜି…

ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ସମେତ ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନ ପାଇଁ ଶନିବାର…

ମିତାଲି ରାଜଙ୍କୁ ବିବାହ କରିବେ ଶିଖର ଧାଓ୍ବନ? ‘ଗବ୍ବର’ କହିଲେ ସତ କଥା

ନୂଆଦିଲ୍ଲୀ,୨୫।୫: ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଓପନର୍‌ ଶିଖର ଧାୱନ ତାଙ୍କ ଶୋ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଆନ୍ତର୍ଜାତୀୟ କ୍ରିକେଟକୁ ଧାୱନଙ୍କ ପ୍ରତ୍ୟାବର୍ତ୍ତନ ବର୍ତ୍ତମାନ କଷ୍ଟସାଧ୍ୟ।…

ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ ମନା

ଭୁବନେଶ୍ବର,୨୫।୫: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ସକାଳୁ ସବୁ ବୁଥ୍‌ରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ତେବେ ବୁଥ୍‌ ଭିତରକୁ ମୋବାଇଲ…

ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫।୫: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ। ହିନ୍ଦୋଳ ବାହାଲୁଣ୍ଡା ବୁଥ ନଂ ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହିନ୍ଦୋଳ ମେଡିକାଲରେ ଡାକ୍ତର ମୃତ…

ମାଆଙ୍କ ସହ ସେଲଫି ନେଲେ ରାହୁଲ

ନୂଆଦିଲ୍ଲୀ,୨୫।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହି ସମୟରେ ଆମ ଆଦମୀ ପାର୍ଟି…

କେଜରିଓ୍ବାଲଙ୍କ ବଡ ଦାବି, ଭାଜପାରେ ଉତ୍ତରାଧିକାରୀଙ୍କୁ ନେଇ ଚାଲିଛି ଲଢେଇ…

ନୂଆଦିଲ୍ଲୀ,୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଭାଜପାରେ ଲଢେଇ ଚାଲିଛି। ପ୍ରଧାନମନ୍ତ୍ରୀ…