ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୧ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମଳିବ ପ୍ରତି ମାସରେ ୧୦୦୦

ରାଞ୍ଚି, ୨୨।୦୭: ରାଜ୍ୟରେ ୨୧ ରୁ ୫୦ ବର୍ଷ ବୟସର ୪୦ ଲକ୍ଷ ମହିଳାଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ଯୋଜନା…

୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ, ବସିଲେ ଏହି ନେତାଙ୍କ ସିଟ୍‌ରେ

ଭୁବନେଶ୍ୱର,୨୨।୭: ୨୪ ବର୍ଷ ପରେ ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ଆସନ ବଦଳିଛି। ୫ ଥରର ମୁଖ୍ୟମନ୍ତ୍ରୀ ଥିବା ନବୀନ ଆଜି ବିରୋଧୀ ଆସନରେ ବସିଛନ୍ତି। ନବୀନ ପୂର୍ବତନ…

ପାକିସ୍ତାନୀ ସିଙ୍ଗର୍‌ ରାହତ ଫତେହ ଅଲିଖାନ ଗିରଫ, ଭିଡିଓ ଜାରି କରି କହିଲେ…

ନୂଆଦିଲ୍ଲୀ, ୨୨।୦୭: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଦୁବାଇରେ ତାଙ୍କ ପୂର୍ବତନ ମ୍ୟାନେଜର ତଥା…

ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ

ନୂଆଦିଲ୍ଲୀ,୨୨ା୭: ଭାରତର ପୁରୁଖା ହକି ଗୋଲକିପର ପ୍ୟାରିସ ଅଲିମ୍ପିକ୍ସରେ ପରେ ଖେଳରୁ ଅବସର ନେବେ। ସେ ସୋମବାର ଏ ବିଷୟ ଘୋଷଣା କରିଛନ୍ତି। ଶ୍ରୀଜେସଙ୍କ ତାଙ୍କ ୧୮…

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଜାମିନ୍‌, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୨।୦୭: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ମଦ ଦୁର୍ନୀତି ମାମଲାରେ ଜଡ଼ିତ…

ବର୍ଷାରେ ଧସିଲା ନଦୀ ପୋଲ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗତ ୩ ଦିନ ଧରି ଲଘୁଚାପ ଲଗାଣ ବର୍ଷା ଯୋଗୁ ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ ଓ…

କୃଷକ ସଂଗଠନର ବଡ଼ ଘୋଷଣା, ପୁଣି କରିବେ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୦୭: ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ୍‌ ସମେତ ଅନ୍ୟ କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବେ କୃଷକ । ଏନେଇ ରାଜଧାନୀ…

ବାପା, ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାରିପଦା,୨୨।୭: ବାପା ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପଡ଼ୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ନୁଦୁଡିହା ଗାଁରେ। ବିଲରେ କାମ କରୁଥିବା ବେଳେ…

ଖୁସି ଖବର ଦେଲେ ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ସିଙ୍ଗାପୁରରୁ…

ଅମରାବତୀ, ୨୨।୦୭: ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଅଭିନେତା ତଥା ରାଜନେତା ପୱନ କଲ୍ୟାଣଙ୍କ ଦଳ ଭ କରିଥିବା ବେଳେ ସେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର…

ଘରଡିହ ନ ମିଳିଲେ ସରକାରୀ ଜାଗା ଦଖଲ କରିବୁ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁମ୍ମା ବ୍ଲକର ଶତାଧିକ ଲୋକ ପହଞ୍ଚି ଘର ଡିହ ପ୍ରଦାନରେ ବିଳମ୍ବ ଓ ବିଫଳତା ପ୍ରତିବାଦରେ ଧାରଣା…