କାର୍‌ଗିଲ ଯୋଦ୍ଧାଙ୍କୁ ମନେ ପକାଉଛି ଦେଶ, ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ା୭: ଦେଶରେ ପ୍ରତିବର୍ଷ ୨୬ ଜୁଲାଇରେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ର କାର୍‌ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ…

ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପ୍ରସଙ୍ଗ: ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର,୨୬।୭(ଅନିଲଦାସ):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗରିଫ କରିବା ପ୍ରସଙ୍ଗକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେଡି ବିଧାୟକ ଅରୁଣ ସାହୁ ମୁହାଁମୁହିଁ…

ଇଂଲଣ୍ଡ ଭଳି ଟିକସ ଦେଉଛୁ, ସୋମାଲିଆ ଭଳି ସେବା ପାଉଛୁ: ରାଘବ

ନୂଆଦିଲ୍ଲୀ, ୨୬ା୭:ଏନ୍‌ଡିଏ ତୃତୀୟ ପାଳି ସରକାର ଉପସ୍ଥାପନ କରିଥିବା ୨୦୨୪-୨୫ ବର୍ଷର ବଜେଟକୁ ରାଜ୍ୟ ସଭା ସଦସ୍ୟ ତଥା ଆପ୍‌ ନେତା ରାଘବ ଚଢ଼ା କଡ଼ା ସମାଲୋଚନା…

ଆଜିଠୁ ପ୍ୟାରିସ୍‌ ଅଲିମ୍ପିକ୍ସ: ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମ

ପ୍ୟାରିସ୍‌,୨୬ା୭(ପି.ଟି.):ପ୍ୟାରିସ୍‌ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ୍‌ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା…

ଶିଶୁକନ୍ୟାଙ୍କୁ ବଳାତ୍କାର: ବାପା ଗିରଫ

କୁଚିଣ୍ଡା,୨୫ା୭(ବିରଞ୍ଚତ୍ ଦର୍କା): ମଦନିଶା କିଭଳି ମଣିଷକୁ ପିଶାଚ କରିଦିଏ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ। ଜଣେ ବ୍ୟକ୍ତି…

ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍‌ଟି ଚଢ଼ାଉ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକରେ ରହିଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ ଗୁରୁବାର ଜିଏସ୍‌ଟି ଚଢ଼ାଉ ହୋଇଥିଲା। ଟିକସ ଫାଙ୍କିଥିବା ଅଭିଯୋଗରେ ବରଗଡ଼ର ସିଟି ଜିଏସଟି ଡେପୁଟି କମିଶନର…

ଛଅ ମାସ ନ ପୂରୁଣୁ ଭାଙ୍ଗିଲା ଚେକଡ୍ୟାମ

ବାଲିଗୁଡ଼ା,୨୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ୍‌ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି।…

ବଜେଟରେ ସ୍ବାସ୍ଥକୁ ଗୁରୁତ୍ୱ, ବ୍ୟୟବରାଦ ହେଲା ଏତିକି କୋଟି

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୩-୨୪…

ଓଡ଼ିଶା: ଆଜିର ଫଟୋ ( ୨୫ ଜୁଲାଇ, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ମହୋତ୍ସବର ଉଦଯାପନୀ ଦିବସରେ ସ୍ପେସ ଏକାଡେମୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ…

୨୯ରୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୨୫ା୭: ମହିଳାମାନଙ୍କ ରାଜନୈତିକ ଓ ଅର୍ଥନୈତିକ ସଶକ୍ତୀକରଣ ସମେତ ସାମାଜିକ ନ୍ୟାୟ ଓ ସୁରକ୍ଷା ଅଧିକାର ପାଇଁ ଅଖିଳ ଭାରତ ମହିଳା କଂଗ୍ରେସ ଆସନ୍ତା ୨୯ ତାରିଖରୁ…