କାଲି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ,୨୮।୭: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି…

ନାଇଜେରିଆନ ମହିଳା ବକ୍ସର ପ୍ୟାରିସ ଅଲିମ୍ପିକ୍ସରୁ ସସ୍‌ପେଣ୍ଡ

ପ୍ୟାରିସ,୨୮ା୭: ଡୋପ୍‌ ଟେଷ୍ଟରେ ଧରାପଡ଼ି ନାଇଜେରିଆର ସିନ୍ଥିିଆ ଓଗୁନ୍‌ ସେମିଲୋର ଅଲିମ୍ପିକ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସ୍‌ପେଣ୍ଡ ହୋଇଛନ୍ତି। ଏହି ୨୨ବର୍ଷୀୟା ଆଫ୍ରିକାନ୍‌ ଗେମ୍ସ ଲାଇଟଓ୍ବେଟ୍‌ ଚାମ୍ପିୟନଙ୍କଠାରୁ…

ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ

କଟକ,୨୮ା୭(କାର୍ତ୍ତିକ ସାହୁ): କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି…

୩ ଦିନ ହେବ ନିଖୋଜ ଥିଲେ ଛାତ୍ରୀ: ପୋଖରୀରୁ ମିଳିଲା ମୃତଦେହ

ଗୋପାଳପୁର,୨୮।୭(ନବୀନ ରାଜ ଆଚାରୀ): ତିନି ଦିନ ପରେ ନିଖୋଜ ଥିବା ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ଗୋପାଳପୁର ଥାନା ପୋଲିସ କରାପୁଲୀର ଏକ ପୋଖରୀର ମୃତଦେହକୁ ଠାବ…

ପୁରୀ-ଚେନ୍ନାଇ ଏକ୍ସପ୍ରେସ୍‌ରେ ଯାନ୍ତ୍ରିକ ତ୍ରୁଟି: ପଛକୁ ଫେରିଲା ଟ୍ରେନ୍‌

ଭୁବନେଶ୍ୱର,୨୮।୭: ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ରବିବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ଟ୍ରେନ୍‌ଟି ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଛି। ଟ୍ରେନର…

ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବଡବିଲ,୨୮।୭(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ଥାନା ଅଧୀନ କାଶିଆ-କ, ତଳସାହି ନିକଟ ଜଗଦା ସାହିସ୍ଥିତ ମୋରମ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ…

ଖୋଲା ରାସ୍ତାରେ ଭାଜପା ନେତାଙ୍କୁ ହତ୍ୟା

ଚେନ୍ନାଇ,୨୮।୭: ତାମିଲନାଡୁରେ ଆଉ ଜଣେ ରାଜନେତାଙ୍କୁ ହତ୍ୟା କରାଯାଉଛି। ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟାକୁ ନେଇ ରାଜ୍ୟରେ ତଦନ୍ତ ଚାଲିଥିବାବେଳେ ଏବେ ଜଣେ ଭାଜପା କର୍ମୀଙ୍କ ହତ୍ୟା…

ତୁମକୁ ଆଉ ତୁମ ବୁଲ୍‌ଡୋଜରକୁ କେନାଲକୁ ଫିଙ୍ଗିଦେବି: ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଧମକ

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ଗୋବିନ୍ଦ ନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିବେକାନନ୍ଦ ନଗରରେ ପାଞ୍ଚ ଶହ (୫୦୦)ରୁ ଅଧିକ ପରିବାରକୁ ଏକ ସପ୍ତାହ ମଧ୍ୟରେ ଘର/ହାଟ ଖାଲି…

ରାଶିଫଳ: ସୋମବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ଆଜି ଦୀର୍ଘଦିନର ଆଶା ପୂରଣ ସକାଶେ ବିଭିନ୍ନ ଉପାୟ ଅବଲମ୍ବନ କରି ସଫଳ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରର…

ବଦଳିଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ: ଶାଶ୍ୱତ ମିଶ୍ରଙ୍କ ସ୍ଥାନ ନେଲେ ଏହି ଆଇଏଏସ୍‌

ଭୁବନେଶ୍ୱର,୨୮।୭: ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ସଚିବଙ୍କ ବଦଳି ହୋଇଛି। ଏନ୍‌ବିଏସ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ…