ନୂଆଦିଲ୍ଲୀ,୩୦।୭:ସଂସଦରେ ବଜେଟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ-ସରକାର। ଲୋକ ସଭାରେ ହୋ ହଲ୍ଲା ସମୟରେ ଭାରତୀୟ ଜନତା ପାର୍ଟି ଏମପି ଅନୁରାଗ ଠାକୁର ବିରୋଧୀ ଦଳର ନେତା…
ନୂଆଦିଲ୍ଲୀ, ୩୦।୦୭: ପାଖାପାଖି ୧୭ଦିନ ହେବ ନିଖୋଜ ଥିବା କମ଼୍େବାଡ଼ିଆ ସେନାବାହିନୀର ହେଲିକପ୍ଟରର ଭଗ୍ନାବଶେଷ ମିଳିଛି । ସୋମବାର ଏକ ପର୍ବତ ଉପରେ ଏହାର ଅଂଶ ବିଶେଷ…
ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ପାସ୍ ହୋଇଛି । ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି…
ଭୁବନେଶ୍ୱର,୩୦।୭: କେରଳ ୱାଏନାଡରୁ ଆସିଛି ଦୁଃଖଦ ଖବର। ଓ୍ବାଏନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଓଡ଼ିଆ ପୁଅ ଜଣକ…
ଭୁବନେଶ୍ୱର,୩୦।୭: ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ପ୍ରତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି।…
ନୂଆଦିଲ୍ଲୀ, ୩୦।୦୭: ଭାରତୀୟ କ୍ରିକେଟ୍ ଟିମ୍କୁ ଆଇସିସି ଟି-୨୦ ବିଶ଼୍ବକପ୍ ଚାମ୍ପିୟନ କରିବା ପରେ କ୍ୟାପ୍ଟେନ୍ ରୋହିତ ଶର୍ମା ପ୍ରଥମ ସିରିଜ୍ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ।…
ଓ୍ବାୟନାଡ,୩୦।୭: ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ହେତୁ ଶତାଧିକ ଲୋକ ମାଟି ତଳେ ପୋତି ହୋଇ ପଡିଥିବା ଅନୁମାନ କରାଯାଉଛି। ଏଥିପାଇଁ…
ଭୁବନେଶ୍ୱର,୩୦।୭: ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପୂର୍ବତନ ମନ୍ତ୍ରୀଙ୍କ ବରୋଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୂର୍ବ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା ପାଇଁ…
ମେଷ ଆଜି ଶିଳ୍ପ, ବ୍ୟବସାୟ ତଥା ପ୍ରତିଯୋଗିତା ପାଇଁ ଅନୁକୂଳ ପ୍ରଭାବ ହେତୁ ଶୁଭଫଳ ପାଇବେ। କୌଣସି ଅପୂରଣୀୟ ଇଚ୍ଛା ମନକୁ ବିଚଳିତ କରିବ। ନୂତନ ସ୍ଥାନ…
ନୂଆଦିଲ୍ଲୀ, ୩୦।୦୭: ଟି-୨୦ ଏସିଆ କପ୍ କ୍ରିକେଟ୍ ୨୦୨୫ର ଆୟୋଜନ ଭାରତ କରିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍ ୨୦୨୬ର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଏହି…