ପାରାଦୀପରେ ମତ୍ସଜୀବୀ ନିଖୋଜ ଘଟଣା: ଉଦ୍ଧାର ହେଲେ ୭ଜଣ

ଭୁବନେଶ୍ୱର,୨।୮: ପାରାଦୀପ ନେହେରୁବଙ୍ଗଳାରେ ମୁହାଁଣରେ ଫସିଥିବା ଟ୍ରଲର ଉଦ୍ଧାର ହୋଇଛି। ଦୁଇ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି ୭ଜଣ ମତ୍ସ୍ୟଜୀବୀ। ଟ୍ରଲରକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ…

ଆସନ୍ତା ସୋମବାର ହେବ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ଅଗଷ୍ଟ ୫ ତାରିଖରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୂର୍ବାହ୍ନ…

ସରକାରୀ ଗାଡିରୁ ୪.୯୨ ଲକ୍ଷ ଜବତ: ଜେଲ୍‌ ଗଲେ ବିଡିଓ ମାଡାମ

ଭବାନୀପାଟଣା,୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ। ଏଥିସହ ଭିଜିଲାନ୍ସ…

୮ ଶ୍ରେଣୀ ପାଇଁ ଜଣେ ଶିକ୍ଷୟିତ୍ରୀ

କେସିଙ୍ଗା,୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ମହଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଶ୍ରେଣୀରେ ଜଣେ ଶିକ୍ଷକ ରହିଛନ୍ତି। ଫଳରେ ଶିକ୍ଷାଦାନରେ ସମସ୍ୟା…

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ, ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ

ପ୍ୟାରିସ୍‌,୨।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି।…

ପୁଣି ଆଉ ଏକ ଲଘୁଚାପ: ୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨।୮ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ଜିଲାକୁ ପ୍ରବଳ ବର୍ଷା…

ଭୂସ୍ଖଳନ ପୀଡିତଙ୍କୁ ଭେଟିବା ପରେ ରାହୁଲ କଲେ ବଡ଼ ଘୋଷଣା, ପୀଡିତଙ୍କ ପାଇଁ…

ଓ୍ବାୟନାଡ,୨।୮:କେରଳର ୱାୟାନାଡରେ ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଥିବାବେଳେ ଶହ ଶହ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଲୋକ ସଭାରେ ବିରୋଧୀ ଦଳର ନେତା ତଥା…

ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି

ପାଟଣା,୨।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସପ୍ତାହେ ନ ପୁରୁଣୁ ଘରେ କେହି ନ ଥିବା ବେଳେ ୩ଟି ଚୋରି ସମାନ…

IAS କୋଚିଂ ସେଣ୍ଟର ମୃତ୍ୟୁ ଘଟଣା: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ରାଜେନ୍ଦ୍ର ନଗର ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ। ଆଜି ଦିଲ୍ଲୀ ହାଇକୋର୍ଟ ତଦନ୍ତ ଦାୟିତ୍ୱ…

ଛାଡପତ୍ର ଆଲୋଚନା ଭିତରେ ପ୍ରଥମ ଥର ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଦେଲେ ସବୁକଥା…

ମୁମ୍ବାଇ: ବଚ୍ଚନ ପରିବାର ବଲିଉଡର ଏକ ପ୍ରତିଷ୍ଠିତ ପରିବାର ମଧ୍ୟରୁ ଅନ୍ୟତମ। ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ…