ସେମିଫାଇନାଲ ପୂର୍ବରୁ ଭାରତୀୟ ହକି ଦଳକୁ ବଡ ଝଟକା; ଓଡ଼ିଶାର ଅମିତ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫।୮: ଭାରତର ପ୍ରମୁଖ ଡିଫେଣ୍ଡର ତଥା ପ୍ରଥମ ରଶର ଅମିତ ରୋହିଦାସ ଗୋଟିଏ ମ୍ୟାଚରୁ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ସେ ଚଳିତ ଅଲିମ୍ପିକ୍ସର ଜର୍ମାନୀ ବିପକ୍ଷ ପୁରୁଷ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଭାଜପା ଏମ୍‌ପି, କଲେ ଏହି ଆଲୋଚନା 

ଭୁବନେଶ୍ୱର, ୫।୮: ସଂସଦ ଭବନ ସମ୍ମିଳନୀ କକ୍ଷରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ସମସ୍ତ ୨୦ ଭାଜପା ଲୋକ ସଭା ଏମ୍‌ପି ଓ ଜଣେ ରାଜ୍ୟ…

ରାଜନୀତିକୁ ନ ଫେରିପାରନ୍ତି ଶେଖ ହସିନା; ବଡ଼ ଖୁଲାସା କଲେ ପୁଅ

ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଳାୟନ କରିଥିବା ଶେଖ ହସିନା ରାଜନୀତିକୁ ଫେରିପାରନ୍ତି ନାହିଁ ବୋଲି ତାଙ୍କ ପୁଅ ଏବଂ ପୂର୍ବତନ ମୁଖ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବେଳେ ରୋଚକ ଦୃଶ୍ୟ, ଲୁଚାଇକି ବୃଦ୍ଧାଙ୍କ ହାତକୁ ଟଙ୍କା ବଢାଇଦେଲେ ମନ୍ତ୍ରୀ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୫।୮: ଆଜି ଖୋଲିଥିଲା ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ। ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ମନ୍ତ୍ରୀ। ଅଭିଯୋଗ ଶୁଣାଣି ଅପରାହ୍ନ ପ୍ରାୟ…

ଓଡ଼ିଶା: ଆଜିର ଫଟୋ ( ୫ ଅଗଷ୍ଟ, ୨୦୨୪)

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା

ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ଲଗାଇଲେ ପ୍ରବାସୀ ଭାରତୀୟ

ରଣପୁର,୫।୮: ବୃକ୍ଷ ହିଁ ଜୀବନ ବୁକ୍ଷ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ଏହାର ମୂଲ୍ୟ ବୋଧକୁ ହୃଦବୋଧ କରି ବିଦେଶରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବୈଜ୍ଞାନିକ…

ନୂଆ ଚାଲ୍‌ ଖେଳିଲେ ନବୀନ, ୧୫ ଜଣିଆ ନୂଆ କମିଟି କଲେ ଗଠନ, ଦେବୀ ମିଶ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୫।୮: ନୂଆ କମିଟି ଗଠନ କଲା ବିଜୁ ଜନତା ଦଳ। ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଜେଡି ୧୫ଜଣିଆ କମିଟି ଗଠନ କରିଛି। ବରିଷ୍ଠ ନେତାମାନଙ୍କୁ ନେଇ…

ବିଜେଡି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହେଲେ ଦେବେଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି।…

ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ଜିଲାସ୍ତରୀୟ ପାଇଁ ଅଧିକ ଅର୍ଥ ବରାଦ

ଭୁବନେଶ୍ୱର,୫।୮: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ…

ବାଂଲାଦେଶ ଛାଡି କାହିଁକି ପଳାଇବାକୁ ବାଧ୍ୟ ଦେଲେ ହସିନା, ଇସ୍ତଫାଠୁ ଆରମ୍ଭ କରି ଭାରତ ପହଞ୍ଚିବା ପର୍ଯ୍ୟନ୍ତ, ଜାଣନ୍ତୁ ପୂରା କାହାଣୀ

ଢାକା,୫।୮: ସପ୍ତାହେ ଧରି ଚାଲିଥିବା ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଅଶାନ୍ତିରେ ପରିଣତ ହେବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି ଏବଂ ଦେଶ…