ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗତ ଶନିବାର ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବା ଘଟଣାରେ ବାଲେଶର ଜିଲା…

ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବାପରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ସମସ୍ତ ଦେଶ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି। ଏହି ସମୟରେ ପଡୋଶୀ…

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଆକ୍ରମଣ, ଦୁଇ ଯବାନ ଆହତ

ନୂଆଦିଲ୍ଲୀ, ୧୦।୬: ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ କୁକୀ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ଜିରିବାମ ଅଞ୍ଚଳକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ…

ସୁରେଶ ପୁଜାରୀଙ୍କ ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି କେତେ ? ହୋଇ ପାରନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୬: ଓଡ଼ିଶାରେ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ଫଳାଫଳ ଆସିବାର ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ କିଏ…

ଗିରିଶ ମୁର୍ମୁ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଖୋଲାଖୋଲି ଏମିତି କହିଦେଲେ ତୋମାର

ଭୁବନେଶ୍ବର,୧୦।୬:ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା…

ମୋଦି କଲେ ଦସ୍ତଖତ, ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୧୦।୬:ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କାକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ଶୀଘ୍ର କୃଷକ ଭାଇଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ତୃତୀୟ…

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଆଜି ମଙ୍ଗନ, କାଲି ବାହାଘର

ଭଦ୍ରକ,୧୦ା୬(ସନାତନ ରାଉତ): ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ…

ଚର୍ଚ୍ଚାରେ ଆଦିବାସୀ ମହିଳା ସାବିତ୍ରୀ ଠାକୁର, ହେଲେ ଦେଶର ମନ୍ତ୍ରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ,୧୦ା୬: ଦୁଇଥରର ଲୋକସଭା ଏମ୍‌ପି ତଥା ୪୬ ବର୍ଷିୟ ସାବିତ୍ରୀ ଠାକୁର ନୂଆକରି ମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଭାବେ ରବିବାର…

ଖାଁ ଖାଁ ପାଣ୍ଡିଆନଙ୍କ ବାସଭବନ, ହଟିଲା ବ୍ୟାରିକେଡ୍‌

ଭୁବନେଶ୍ୱର,୧୦ା୬: ଭୁବନେଶ୍ୱର ୟୁନିଟ୍‌ ୬ରେ ଥିବା କାର୍ତ୍ତିକ ପାଣ୍ଡିଆନଙ୍କ କ୍ୱାର୍ଟର ନଂ ଭିଆଇଆର୍‌ ୭ ଆଗରେ କରାଯାଇଥିବା ବ୍ୟାରିକେଡ୍‌କୁ ହଟାଇ ଦିଆଯାଇଛି। ରାଜ୍ୟରେ ବିଜେଡି ସରକାର ଥିବା…

ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡିବେ ନାହିଁ କୌଣସି ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୬: ମୋଦି ସରକାର ୩.୦ର ଶୁଭାରମ୍ଭ ସହିତ ନୂତନ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାନଝୀ କହିଛନ୍ତି, ଏଥର ପୂର୍ବ…