ଆଳୁ ପାଇଁ ସରକାର ଅନ୍ଧାରରେ ବାଡ଼ି ବୁଲାଉଛନ୍ତି : ବିଜେଡି

ଭୁବନେଶ୍ୱର,୧୩।୮(ଅନିଲଦାସ): ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ରାଜ୍ୟରେ ଆଳୁ ସମସ୍ୟା ସୃଷ୍ଟି ହୋଇଛି । ଏହାର ସମାଧାନ ପାଇଁ ସରକାରଙ୍କ ପାଖରେ କୌଣସି ଯୋଜନା ନ ଥିଲା…

ପ୍ରମୋଦ ଭଗତ ସସ୍‌ପେଣ୍ଡ, ପ୍ୟାରିସ ପାରା ଅଲିମ୍ପିକ୍ସରେ ନେଇପାରିବେନି ଭାଗ

ନୂଆଦିଲ୍ଲୀ,୧୩।୮: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ ହୋଇଛନ୍ତି। ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ…

ଚାଷୀ ପଞ୍ଜୀକରଣରେ ଏସ୍‌ଏଚ୍‌ଜି ମନା

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ହେଲେ ଜିଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)…

ଏଠିକୁ ଆସି ଦେଖିଯାଅ…ପରିସ୍ଥିତି କେମିତି ଅଛି…, ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ଖାଲିଦା ଜିୟାଙ୍କ ବଡ ବୟାନ

ଢାକା,୧୩।୮: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହୋଇଥିବା ହିଂସାର ଫଟୋ, ଖବର, ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟରେ ଖାଲିଦା ଜିଆଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି…

ସରକାରଙ୍କ ବଡ଼ ଉପହାର: ଏଣିକି ଇଲେକ୍ଟ୍ରିକ୍‌ ଗାଡି ଉପରେ…

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ଇଭି ନୀତି ଅନୁଯାୟୀ, ହାଇବ୍ରିଡ ଯାନ ସହିତ ବୈଦ୍ୟୁତିକ ଯାନ (ଇଭି)ରେ ପଞ୍ଜୀକରଣ ଶୁଳ୍କ ଛାଡ କରିବାକୁ ଏକ…

ଭିନେଶଙ୍କ ମାମଲାରେ ନୂଆ ଟ୍ବିଷ୍ଟ, ଏବେ ଓଜନ ମାପିବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ ଭିନେଶଙ୍କୁ ଫାଇଦା କ’ଣ ହେବ

ନୂଆଦିଲ୍ଲୀ,୧୩।୮: ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ସମାପ୍ତ ହୋଇଛି। ଏଥର ମୋଟ ୮୪ଟି ଦେଶ ଏହି ମହାକୁମ୍ଭ କ୍ରୀଡ଼ାରେ ପଦକ ଜିତିଛନ୍ତି । ଆମେରିକା ୧୨୬ ପଦକ ସହିତ…

ତୃତୀୟ ଥରରେ ଲସ୍‌ଏଞ୍ଜେଲ୍ସ ୩ୟ

ଲସ୍‌ଏଞ୍ଜେଲ୍ସ ,୧୩ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପିତ ହୋଇଥିବା ବେଳେ ପରବର୍ତ୍ତୀ ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପ୍ୟାରିସ୍‌ ମେୟର…

ରାମ ରହିମଙ୍କୁ ମିଳିଲା ୨୧ ଦିନର ପାରୋଲ

ରୋହତକ,୧୩।୮: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଆତ୍ମଘୋଷିତ ବାବା ରାମ ରହିମ ଜେଲରୁ ବାହାରିଛନ୍ତି। ରାଜ୍ୟ ସରକାର ତାଙ୍କୁ ୨୧ ଦିନ ପାଇଁ ପାରୋଲ ଦେଇଛନ୍ତି ।…

ରୋହିତ-ବିରାଟ କେବେ ସନ୍ୟାସ ନେବା ଉଚିତ୍‌, ଖୋଲିକି କହିଦେଲେ ହରଭଜନ ସିଂ

ନୂଆଦିଲ୍ଲୀ,୧୩।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି -୨୦ ଇଣ୍ଟରନ୍ୟାଶନାଲରୁ ଅବସର ନେଇଥିଲେ। ବର୍ତ୍ତମାନ ପୂର୍ବତନ ଭାରତୀୟ…

ସମବାୟ ବ୍ୟାଙ୍କ ସଭାପତି ପଦବୀରୁ ହଟିଲେ ଟି ପ୍ରସାଦ ରାଓ ଦୋରା

ଭୁବନେଶ୍ୱର,୧୩।୮(ଅନିଲଦାସ): ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ…