ତେଜସ୍ୱୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର; କହିଲେ-”ସେ ଜିଡିପି କ’ଣ ଜାଣନ୍ତି ନାହିଁ, ବିକାଶ ମଡେଲ ବିଷୟରେ…”

ନୂଆଦିଲ୍ଲୀ,୨୫।୮: ରାଜନୈତିକ ରଣନୀତିଜ୍ଞ ତଥା ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ରବିବାର ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ…

ଗାଁ ଭୋଜିରେ ମାଂସ ଖାଇ ଦେଶୀମଦ ପିଇଥିବାରୁ ବ୍ୟାପିଛି ଝାଡ଼ାବାନ୍ତି: ଡାକ୍ତରୀ ଟିମ୍‌

ତୁମୁଡିବନ୍ଧ,୨୫ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ସପ୍ତାହେ ହେଲା ଝାଡ଼ାବାନ୍ତିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ୪ ଜଣଙ୍କ ମୃତ୍ୟୁ…

ନୂତନ ପେନ୍‌ସନ୍‌ ଯୋଜନାକୁ ଅନୁମୋଦନ କଲେ ରାଜ୍ୟ ସରକାର: ସରକାରୀ କର୍ମଚାରୀ ପାଇବେ ଅଧା ଦରମା

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂତନ ପେନ୍‌ସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ଯୋଜନା)କୁ ଅନୁମୋଦନ କରିଛନ୍ତି। ଏହା ପରେ, ବର୍ତ୍ତମାନ ରାଜ୍ୟଗୁଡିକ ମଧ୍ୟ ଏହି ପେନ୍‌ସନ୍ ଯୋଜନା…

୨୭ରୁ ବସ୍‌ ଚଳାଚଳ ବନ୍ଦ

ମାଲକାନଗିରି,୨୫ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ଖବରଦାତା ସମ୍ମିଳନୀରେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆସନ୍ତା ୨୭ ତାରିଖରୁ ଜିଲାର…

ନାରାୟଣପାଟଣାରେ ଡେଙ୍ଗୁ ଆତଙ୍କ: ୩ ଦିନରେ ଗଲାଣି ୨ ଜୀବନ

କୋରାପୁଟ / ନାରାୟଣପାଟଣା,୨୫।୮(ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ ଘରୋଇ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହୋ ସମାଜ ନେତା

କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଆଦିବାସୀ ହୋ ସମାଜ ମହାସଭାର ନେତା ଗୌରଚନ୍ଦ୍ର ମୁଣ୍ଡା ଏବଂ…

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ଖୋର୍ଦ୍ଧା,୨୫।୮: ଖୋର୍ଦ୍ଧା ଟାଉନ ଥାନା ବଜାରରେ ରବିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ…

ରାହୁଲ-ଅଖିଳେଶଙ୍କ ଏହି ଦାବିର ସମର୍ଥନରେ ବାହାରିଲେ ଚିରାଗ ପାଶ୍ବାନ, ପୁଣି ରଖିଲେ ଏନଡିଏ ବିରୋଧୀ ମତ

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରରେ ମନ୍ତ୍ରୀ ତଥା ଜନଶକ୍ତି ପାର୍ଟିର (ରାମ ଭିଲାସ) ରାଷ୍ଟ୍ରୀୟ ସଭାପତି ପୁଣି ଥରେ ଏନଡିଏର ଆଦର୍ଶରୁ ଭିନ୍ନ ମତ ରଖିଥିବାର ନଜର ଆସିଛନ୍ତି।ରବିବାର…

ନିର୍ବାଚନକୁ ଡରୁଛି ଭାଜପା, କଂଗ୍ରେସର ହେବ ବିପୁଳ ବିଜୟ

ନୂଆଦିଲ୍ଲୀ,୨୫।୮: ହରିୟାଣା କୈଥଲରେ ଅଗ୍ରୱାଲ ଯୁବ ସଭାର ବହୁ ସଦସ୍ୟ ରବିବାର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମପି ରଣଦୀପ ସୁରଜୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ…

‘କୃଷକ ଆନ୍ଦୋଳନ ସମୟରେ ବଳାତ୍କାର-ହତ୍ୟା…’, କଙ୍ଗନାଙ୍କ ବିବାଦୀୟ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୨୫।୮: ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା)ଏମପି କଙ୍ଗନା ରାଣାଓ୍ବତ ଅନେକ ସମୟରେ ତାଙ୍କ ଲଗାମଛଡା ବୟାନକୁ ନେଇ ଚର୍ଚ୍ଚାରେ…