ମହିଳା ମାଓବାଦୀଙ୍କୁ ଗଣବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ଲାଗିଲା ପୋଷ୍ଟର

ମାଲକାନଗିରି, ୨୮ା୮(ଦୁର୍ଯ୍ୟୋଧନ ପାତ୍ର): ମହିଳା ମାଓବାଦୀ ବନ୍ତୀ ରାଧାଙ୍କୁ ଗଣବଳାତ୍କାର ପରେ ପ୍ରଜାକୋର୍ଟରେ ହତ୍ୟା ଘଟଣାକୁ ବିରୋଧକରି ଆଣ୍ଟି ମାଓବାଦୀ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ମାଲକାନଗିରି…

ଜାଲ୍‌ ଭୋଟର କାର୍ଡରେ ଜମି ରେଜିଷ୍ଟ୍ରେଶନ ଘଟଣା: ଲେଖାଳି ସମେତ ୭ ଜଣଙ୍କ ନାଁରେ ମାମଲା

ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିଷି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜାଲ୍‌ ଭୋଟର ପରିଚୟପତ୍ର ଦେଇ ଜମି ରେଜିଷ୍ଟ୍ରେଶନ କରିବା ନେଇ ତତ୍କାଳୀନ କନିଷି ତହସିଲଦାର ଦଲିଲ…

ପ୍ରଚାରରେ ପିଲାମାନଙ୍କୁ ବ୍ୟବହାର କରି ଫସିଲା ଭାଜପା! ନୋଟିସ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୮।୮: ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗ ଭାଜପାକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ପ୍ରଚାର ଭିଡିଓରେ ଶିଶୁର ବ୍ୟବହାର ସମ୍ପର୍କରେ ଭାଜପାର…

କୋଲକାତା ଲଜ୍ଜା: ସନ୍ଦୀପ ଘୋଷ୍‌ଙ୍କୁ ନିଲମ୍ବନ କଲା ଆଇଏମ୍‌ଏ

କୋଲକାତା,୨୮ା୮: କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ବୁଧବାର ତାଙ୍କ ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍‌ଏ। ରାଷ୍ଟ୍ରୀୟ ସଭାପତି ଡ.…

ଶିକାରୀଙ୍କୁ ଧରୁଛି ଏଆଇ କ୍ୟାମେରା, ପାଞ୍ଚ ଜଣଙ୍କୁ ବାନ୍ଧିଲା ବନ ବିଭାଗ

ଶିମିଳିପାଳ,୨୮।୮: ସରକାରଙ୍କ ଦ୍ୱାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଶିକାରୀ। ବୁଧବାର ବନ ବିଭାଗ ଦ୍ୱାରା ପାଞ୍ଚ ଜଣଙ୍କୁ ଗିରଫ କରି…

ବିଧାନସଭାରେ ବଡ଼ଭାଇ କେ.ଭି ସିଂଙ୍କୁଏହି ପ୍ରଶ୍ନ କଲେ ସାନଭାଇ କଳିକେଶ, ଉତ୍ତରରେ ବଡ଼ ଭାଇ କହିଲେ…

ଭୁବନେଶ୍ୱର,୨୮ା୮: ବିଧାନସଭାରେ ଆଜିର ପ୍ରଶ୍ନ ଉତ୍ତର ବେଶ୍‌ ଆଖିଦୃଶିଆ ତଥା ହାସ୍ୟରୋଳ ବି ଥିଲା। ବଡ଼ ଭାଇ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାନ ଭାଇ କଳିକେଶ…

ଜେସିବି ଜାଳିଦେଲେ ଦୁର୍ବୃତ୍ତ

ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏହି ଅଞ୍ଚଳରେ ବିଭିନ୍ନ ଅପରାଧମୂଳକ କାଣ୍ଡ ଘଟାଉଥିବା…

ପଶ୍ଚିମବଙ୍ଗରେ ନିଆଁ ଲାଗିଲେ ପୂରା ଉତ୍ତର-ପୂର୍ବ ଜଳିବ, କାହିଁକି ଏମିତି କହିଲେ ମମତା ବାନାର୍ଜୀ

କୋଲକାତା,୨୮ା୮: କୋଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ପରେ ସାରା ଦେଶରେ ବିଦ୍ରୋହ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା…

୫୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ଜଗତସିଂହପୁର,୨୮।୮: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଏକ ଜମି ପଟା ମ୍ୟୁଟେସନ କେସ…

ନିଯୁକ୍ତି ଦାବିରେ ଗଣଧାରଣା

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇଏଲ୍‌ ସମେତ ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକରେ ସ୍ଥାନୀୟ ଯୁବତୀ/ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ବୁଧବାର ବରିଷ୍ଠ…