ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।…

ରାସନ କାର୍ଡ ଥିଲେ ପରିବାରର ସମସ୍ତ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ନୂଆ ଗାଇଡ଼ଲାଇନ୍ ଜାରି କଲେ ସରକାର

ଭୁବନେଶ୍ୱର,୨୯ା୮: ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ଲାଗି ଗୁରୁବାର ରାଜ୍ୟ ସରକାର ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ମହିଳା ଏବଂ ଶିଶୁ ବିକାଶ ବିଭାଗ ସଂଶୋଧିତ ଗାଇଡଲାଇନ୍…

ଚାକିରିରୁ ବାହାର କରିଦେବାରୁ ମାଲିକଙ୍କୁ କୋଦାଳରେ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୨୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଗ୍ରୀଡ୍‌ ସବ୍‌ଷ୍ଟେଶନ ନିକଟସ୍ଥ ପୌରପାଳିକା ଭେଣ୍ଡିଂ ଜୋନ୍‌ରେ ଥିବା ୱେଲ୍ଡିଂ ଦୋକାନ ମାଲିକଙ୍କୁ ହେଲପର ମରଣାନ୍ତକ ଆକ୍ରମଣ…

ପୋଲିସ-ମାଓବାଦୀ ମୁହାଁମୁହିଁ: ୩ ମହିଳା ମାଓବାଦୀ ନିହତ

ମାଲକାନଗିରି,୨୯ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଗୁରୁବାର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ମହିଳା…

ମମତା ଚାହୁଁ ନାହାନ୍ତି କୋଲକାତା ମାମଲାର ଗୁମର ଫିଟୁ: ଅଧିର ରଞ୍ଜନଙ୍କ ବଡ଼ ଅଭିଯୋଗ

କୋଲକାତା,୨୯।୮: କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ଘଟଣାକୁ ନେଇ ଦିନକୁ ଦିନ ରାଜନୈତିକ ତାପମାତ୍ରା…

ସୋମବାର ପଶ୍ଚିମବଙ୍ଗ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

କୋଲକାତା,୨୯ା୮: ବଳାତ୍କାର ନିରୋଧୀ ବିଲ୍‌ ଗୃହୀତ କରାଇବା ପାଇଁ ପଶ୍ଚିମବଙ୍ଗ ସରକାର ୨ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ସୋମବାର ବିଲ୍‌ ଆଗତ ହେବାକୁ ଥିବାବେଳେ ମଙ୍ଗଳବାର…

କେଜରିଓ୍ବାଲ ମୋ ସ୍ବପ୍ନରେ ଆସିଲେ ଆଉ କହିଲେ… ରାମଚନ୍ଦ୍ର ବଖାଣିଲେ ତାଙ୍କ ରିଟର୍ନ ଷ୍ଟୋରୀ

ନୂଆଦିଲ୍ଲୀ,୨୯।୮: ତିନି ଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଥିବା ୱାର୍ଡ ନମ୍ବର ୨୮ର ଆମ ଆଦମୀ ପାର୍ଟି (ଏଏପି) କାଉନସିଲର ରାମଚନ୍ଦ୍ର ଗୁରୁବାର ପୁଣି ଦଳକୁ ଫେରିଛନ୍ତି।…

ନୂଆଁଖାଇ ପୂର୍ବରୁ ବକେୟା ଦରମା ଦିଅ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ): ବରଗଡ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛସାଥୀ, ସୁପରଭାଇଜରଙ୍କୁ ଠିକ୍‌ଭାବେ ଦରମା ମିଳୁନାହିଁ। ଏଭଳି ଅଭିଯୋଗ କରି ଗୁରୁବାର ସେମାନେ ପୌର ପରିଷଦ କାର୍ଯ୍ୟାଳୟ…

ଯୁବତୀଙ୍କୁ ଧୋକା ଦେଲେ ପ୍ରେମିକ: ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ,ଭିଡିଓ ଭାଇରାଲ୍‌

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଫେସବୁକ୍‌ରେରେ ଚିହ୍ନାଜଣା। ପରେ ପ୍ରେମ ସମ୍ପର୍କ। ଏହାପରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିବା ବେଳେ ଏହାର ଭିଡିଓ ଓ ଫଟୋ ଶୁଟ୍‌ କରି ବ୍ଲାକମେଲ୍‌…

କୋଲକାତା ବଳାତ୍କାର-ହତ୍ୟା ମାମଲା, ସାକ୍ଷୀ ପ୍ରମାଣକୁ ନଷ୍ଟ କରାଯିବା ଭୟ କରୁଛି ସିବିଆଇ

କୋଲକାତା,୨୯।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ଏହି…