୧୫୬ ଦିନ ପରେ ଜେଲ୍‌ରୁ ବାହାରିଲେ ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୩।୯: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ଶୁକ୍ରବାର ସେ ୧୫୬ ଦିନ ପରେ ଜେଲ୍ରୁ ବାହାରିଛନ୍ତି। ବାହାରକୁ…

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକଜୁଟ…

ଅପେକ୍ଷାର ହେଲା ଅନ୍ତ, ସ୍ବାମୀଙ୍କୁ ପାଛୋଟି ଆଣିବାକୁ ତିହାର ଜେଲ ଗେଟରେ ମିଠା ନେଇ ପହଞ୍ଚିଲେ ସୁନୀତା କେଜରିଓ୍ବାଲ

ନୂଆଦିଲ୍ଲୀ,୧୩।୯: ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ସହ ତାଙ୍କୁ ଜେଲରୁ ବାହାରିବା ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି।…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜି ଲି-ନାମାକ୍ଷର ବ୍ୟକ୍ତିଙ୍କ ଦୈହିକ ଓ ମାନସିକ ସୁସ୍ଥତା ବ୍ୟାହତ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ। ଭଲ…

ସୁନା ଦୋକାନକୁ ପଶିଗଲା କାର୍‌: ନାବାଳିକା, ଦୁଇ ମହିଳା ଗୁରୁତର

ବୌଦ୍ଧ,୧୩।୯(ଅଜିତ ବାରିକ): ଚାରିଛକରୁ ବୌଦ୍ଧ ଆଡକୁ ଯାଉଥିବା ଏକ କାର୍‌ ପୁରୁଣା କଟକ ମାର୍କେଟ ରାସ୍ତାରେ ଭାରସାମ୍ୟ ହରାଇ ଏକ ସୁନା ଦୋକାନ ଭିତରକୁ ପଶି ଯାଇଥିଲା।…

ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ, ଗୀତର…

ସଞ୍ଜୟ ରୟଙ୍କର ହେବ ନାହିଁ ନାର୍କୋ ଟେଷ୍ଟ, ସିବିଆଇର ଆବେଦନକୁ ଖାରଜ କଲେ କୋର୍ଟ

କୋଲକାତା,୧୩।୯: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲା ଏବେ ହେଡଲାଇନରେ ରହିଛି। ଆର.ଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ…

ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ, ପ୍ରବଳରୁ ଅତି ପ୍ରବଳ ବର୍ଷ ସମ୍ଭାବନା

ଭୁବନେଶ୍ୱର,୧୩।୯: ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଆକଳନ ଅନୁଯାୟୀ ଶନିବାର ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ୨୧ ଟି ଜିଲା ପାଇଁ…

ପୋର୍ଟବ୍ଲେୟାର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୯: ଭାରତ ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି। ସରକାର ପୋର୍ଟ ବ୍ଲେୟାରର ନାମକୁ 'ଶ୍ରୀ ବିଜୟପୁରମ୍' ରେ…

ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ ଜିଏସ୍‌ଟି…