ସୁନୀତା ଦେଲେ ଗ୍ୟାରେଣ୍ଟି, ପ୍ରତିମାସରେ ମହିଳାଙ୍କୁ ୧ହଜାର ଟଙ୍କା, ମାଗଣା ବିଜୁଳି

ଚଣ୍ଡିଗଡ଼,୨୦।୭: ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳସବୁ ବଡ଼ ଦାବି କରୁଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତ କେଜରିୱାଲ ଶନିବାର…

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ତାଙ୍କ ବିବାହ ଖବର ଉପରେ ନୀରବତା ଭାଙ୍ଗିଛନ୍ତି।…

ଆକ୍ସନ୍‌ ମୋଡ୍‌ରେ ସରକାର: ଜମ୍ମୁରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ମୁତୟନ ହେଲେ ୫୦୦ ପାରା କମାଣ୍ଡୋ

ନୂଆଦିଲ୍ଲୀ, ୨୦ା୭: ଜମ୍ମୁ ଅଞ୍ଚଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଉଚ୍ଚ ପ୍ରଶିକ୍ଷିତ ପାକିସ୍ତାନୀ ଆତଙ୍କବାଦୀ ପ୍ରବେଶ କରିବା ପରେ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଭାରତୀୟ ସେନା…

ଘୋଷଣା ହେଲା ୟୁପିଏସସି ପ୍ରିଲିମ ରେଜଷ୍ଟ, ରୋଲ ନମ୍ବର ଅନୁଯାୟୀ କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୦।୭: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ର ପ୍ରିଲିମ୍ସ ପରୀକ୍ଷାର ଫଳାଫଳକୁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଘୋଷଣା କରିଛି। ଏହି ଫଳାଫଳକୁ ରୋଲ ନମ୍ବର ଅନୁଯାୟୀ…

ଅମିତ ଶାହାଙ୍କ ଗାଡ଼ିକୁ ପିଛା କଲେ କିଛି ଲୋକ, ଡିଏସ୍‌ପି କହିଲେ…

ନୂଆଦିଲ୍ଲୀ,୨୦ା୭: ଶନିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାଜପା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ…

ବନ୍ୟାରେ ଭାସିଗଲା ବ୍ରିଜ୍‌, ୧୧ ଲୋକଙ୍କ ମୃତ୍ୟୁ, ୩୦ ନିଖୋଜ

ବେଜିଂ, ୨୦ା୭: ଚାଇନାର ଶାନକ୍ସି ପ୍ରଦେଶରେ ଅଚାନକ ବନ୍ୟା ଆସିଯିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ରାଜପଥର ବ୍ରିଜ ଆଂଶିକ ଭୁଶୁଡି ପଡିବାରୁ ପାଖିପାଖି…

କଶ୍ମୀରରେ ପ୍ରଥମଥର ଆତଙ୍କବାଦୀଙ୍କ ପାଖରୁ ମିଳିଲା Steyer AUG ରାଇଫଲ

ନୂଆଦିଲ୍ଲୀ,୨୦।୭: ଅଷ୍ଟ୍ରିଆରେ ନିର୍ମିତ ଷ୍ଟିର ଏୟୁଜି (Steyer AUG) ଆକ୍ରମଣ ରାଇଫଲ ଗୁରୁବାର (ଜୁଲାଇ୧୮) ଜମ୍ମୁ କଶ୍ମୀରର କୁପୱାରା ଜିଲାର କେରନ ସେକ୍ଟରରେ ହୋଇଥିବା ଏକ ଏନକାଉଣ୍ଟରରେ…

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁମାନଙ୍କ ସାହାଯ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବେ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ। ଶିଳ୍ପ,…

ପରାଜୟ ପରେ ବି ଅହଂକାରରେ କଂଗ୍ରେସ, ଝାଡ଼ଖଣ୍ଡରେ ଭାଜପା ଗଢିବ ସରକାର: ଅମିତ ଶାହା

ରାଞ୍ଚି,୨୦।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଝାଡ଼ଖଣ୍ଡର ବିରସାମୁଣ୍ଡା ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ରାଲିରେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ‘କଂଗ୍ରେସର ଲୋକ,…

ଅଧାରେ ରହିବ ପାକିସ୍ତାନର ଆୟୋଜକ ହେବାର ସ୍ବପ୍ନ, ବିସିସିଆଇକୁ ସମର୍ଥନ କଲେ ଏସବୁ ଦେଶ

ନୂଆଦିଲ୍ଲୀ,୨୦।୭: ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଲାଗି ପ୍ରସ୍ତୁତି ଚଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ…