ବିଶ୍ୱ ରେକର୍ଡ କଲା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ! ଗୋଟିଏ ଦିନରେ ହେଲା ୧,୯୭୧ କୋଟିର କାରବାର

ନୂଆଦିଲ୍ଲୀ,୫।୬: ବୁଧବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏନ୍‌ଏସ୍‌ଇ ଏମଡି…

ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଖଲ୍ଲିକୋଟ,୫ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆ ପାଟ ନିକଟରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି।…

BSKY କାର୍ଡ ଗ୍ରହଣ କରିବା ପାଇଁ ହସ୍ପିଟାଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, ୫।୬(ଅସମାପିକା ସାହୁ): ରାଜ୍ୟରେ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନବୀନ ପଟ୍ଟନାୟକ ସରକାର ୨୦୧୮ ଅଗଷ୍ଟ ୧୫ରୁ…

ଇନ୍‌ଷ୍ଟାଗ୍ରାମରୁ ବିଜେଡି ହଟାଇଲେ ପାଣ୍ଡିଆନ, ପରିବର୍ତ୍ତନ କରି ଲେଖିଲେ…

ଭୁବନେଶ୍ୱର,୫ା୬: ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରୁ କାର୍ତ୍ତିକ ପାଣ୍ଡିଆନ ବିଜେଡି ହଟାଇ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ…

ଓଡ଼ିଶା: ଆଜିର ଫଟୋ (୫ ଜୁନ, ୨୦୨୪)

ସାବିତ୍ରୀ ବ୍ରତ ଉପଲକ୍ଷେ ଭୁବନେଶ୍ୱର ୟୁନିଟ-୧ ହାଟରେ ଫଳ କିଣିବା ପାଇଁ ଲୋକଙ୍କ ଭିଡ     କଟକ ଚୌଧୁରୀ ବଜ଼ାର ଅଂଚଳରେ ଥିବା ଫଳ ଦୋକାନରେ…

ସାବିତ୍ରୀ ପାଇଁ ଫଳ ବଜାରରେ ମହଙ୍ଗା ମାଡ଼

ନିରାକାରପୁର,୫ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ସାବିତ୍ରୀବ୍ରତ ନିରାକାରପୁର ସମେତ ପଡ଼ୋଶୀ ବଜାର ଅଞ୍ଚଳରେ ଫଳ କିଣିବାକୁ ସତ୍ୟବାନମାନଙ୍କ ନାହିଁ ନ ଥିବା ଭିଡ଼। ଏହା ଫଳ…

ରାସ୍ତାରେ ଯାଉଥିବା ବେଳେ ଟଳିପଡ଼ିଲେ ଶ୍ରମିକ

ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମର ସାଗର ନାୟକ ନାମକ ଜଣେ ଯୁବକଙ୍କ ବୁଧବାର ମଧ୍ୟାହ୍ନରେ ଆକସ୍ମିକ ମୃତ୍ୟୁ…

୩ରୁ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, କିଛି ଜିଲାରେ କାଳବୈଶାଖୀ

ଭୁବନେଶ୍ୱର,୫ା୬: ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୌସୁମୀ…

ଚଳିତ ଲୋକ ସଭାରେ ୭୩ ମହିଳା ଏମ୍‌ପି, ଗତଥର ଠାରୁ କମିଲା

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନରେ ୭୩ ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଗତ ଲୋକ ସଭା ନିର୍ବାଚନଠାରୁ ଚଳିତ ଥର ମହିଳା ଏମ୍‌ପିଙ୍କ ସଂଖ୍ୟାରେ…

କିପରି ରହିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ, କ’ଣ କହୁଛନ୍ତି ଗ୍ରହ-ନକ୍ଷେତ୍ର ?

ନୂଆଦିଲ୍ଲୀ,୫ା୬: ଲୋକସଭା ନିର୍ବାଚନରେ ​​ଏନଡିଏ ୨୯୨ ଟି ସିଟ୍ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ।…