ମହିଳା ତୀରନ୍ଦାଜ: କ୍ୱାର୍ଟର ଫାଇନାଲରେ ମହିଳା ଟିମ୍

ନୂଆଦିଲ୍ଲୀ,୨୫।୭: ପ୍ୟାରିସ ଅଲମ୍ପିକ୍ସରେ ଭାରତ ଏହାର ଅଭିଯାନ ତୀରନ୍ଦାଜରେ ବିଜୟ ସହିତ ଆରମ୍ଭ କରିଛି। ଆୟୋଜକ ଫ୍ରାନ୍ସ ସହିତ ଭାରତର କିଛି ସମୟ କଡ଼ା ପ୍ରତିଯୋଗିତା ଦେଖିବାକୁ…

ଡିସିପି କହିଲେ କାରଣ… ସ୍ବାମୀ ଏଭଳି ଧମକ ଦେଉଥିବାରୁ ଭାଙ୍ଗି ପଡ଼ିଥିଲେ ମଧୁମିତା, ନେଇଗଲେ ଚରମ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍‌ କରି ବଡ଼ ସୂଚନା…

ମୁକେଶ ମହାଲିଙ୍ଗ ଗିରଫ ଦାବିକୁ ନେଇ ମୁହଁ ଖୋଲିଲେ ଅରୁଣ, କହିଲେ ଯଦି ସାହାସ ଅଛି ନବୀନଙ୍କୁ…

ଭୁବନେଶ୍ୱର,୨୫।୭: ବିଧାନସଭା ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ହେଲେ ଆଜି ବି ଗୃହ ସୁରୁଖୁରୁରେ ଚାଲିପାରିନାହିଁ। ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ…

ହିଟ୍‌ଲର୍‌ଙ୍କ ଅଫ୍‌ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ: ଜାଣନ୍ତୁ କ’ଣ ଥିଲା ସେହି ଅଫର୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ ରହିଛି।…

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ୱର,୨୫।୭: ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଗେଟ୍‌। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏଣୁ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।…

ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ସରକାର: ହଇଜା, ମ୍ୟାଲେରିଆ, ଡେଙ୍ଗୁ ଜଗ

ଭୁବନେଶ୍ୱର,୨୫।୭: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିଲା ବେଳେ ହଇଜା, ମ୍ୟାଲେରିଆ, ଡେଙ୍ଗୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ସମସ୍ତ ଜିଲାପାଳ, ମୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ…

ସାମ୍ବାଦିକା ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ; ମୃତ୍ୟୁ ପୂର୍ବରୁ…

ଭୁବନେଶ୍ୱର,୨୫।୭: ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ସେ…

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ଜଂଘିରା ସେକସନ ହୁଣ୍ଡା ଗ୍ରାମରେ ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ…

ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ,୨୫।୭: କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଏକ ଫୁଟବଲ ପଡ଼ିଆ ଉପରେ ଆକ୍ରମଣ କରିଥିଲା। ଦକ୍ଷିଣ-ପଶ୍ଚିମ କଲମ୍ବିଆର ଏକ ଫୁଟବଲ ପଡିଆରେ ଡ୍ରୋନ ଆକ୍ରମଣରେ…

ଟିମ୍‌ ଇଣ୍ଡିଆରେ ‘ସୁନୀଲ ନରେନ’ଙ୍କ ଏଣ୍ଟ୍ରି, ଗମ୍ଭୀର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୭: ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପରେ ଆଇପିଏଲ୍‌ ଭଳି ରଣନୀତି ଆପଣାଇବାକୁ ଯାଉଛନ୍ତି ଗୌତମ ଗମ୍ଭୀର। ଏବେ ସେ ଏଭଳି ଜଣେ ଖେଳାଳିଙ୍କୁ ଖୋଜିବାରେ ସଫଳ…