ଏହି ମୁଖ୍ୟମନ୍ତ୍ରୀ ଆଜିର ଦିନରେ କରିଥିଲେ ପ୍ରଥମ ଫୋନ୍‌ କଲ୍‌, ଗୋଟିଏ ମିନିଟ୍‌ରେ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା…

ନୂଆଦିଲ୍ଲୀ,୩୧ା୭: ଆଜି ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍‌ ଅଛି। ପ୍ରତ୍ୟେକ ପିଲା ଫୋନ୍‌ କିପରି ବ୍ୟବହାର କରିବେ ଜାଣନ୍ତି। କିନ୍ତୁ ୨୯ ବର୍ଷ ପୂର୍ବେ ଫୋନ୍‌ ବ୍ୟବହାର…

ଜଲଓ୍ବା ଦେଖାଇଲେ ଦୀପିକା: ଆର୍ଚେରୀରେ ପଦକ ଆଶା ଉଜ୍ଜୀବିତ

ପ୍ୟାରିସ୍‌,୩୧।୭: ମହିଳା ବ୍ୟକ୍ତିଗତ ଆର୍ଚେରୀର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସ ଅଲିମ୍ପିକ୍ସ ମ୍ୟାଚରେ ଦୀପିକା ନେଦରଲ୍ୟାଣ୍ଡର କ୍ୱିଣ୍ଟି ରୋଫେନଙ୍କୁ ୬-୨ରେ ପରାସ୍ତ କରିଛନ୍ତି।…

ବିଜେଡିରୁ ଇସ୍ତଫା ଦେଲେ ମମତା ମହନ୍ତ: ଦଳ ଛାଡିବା ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧।୭: ରାଜ୍ୟ ସଭାରୁ ବିଜେଡି ଏମ୍‌ପି ମମତା ମହନ୍ତ ଇସ୍ତଫା ଦେବାର କିଛି ସମୟ ପରେ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସ ଯୋଗେ…

ଓଲଟିଲା ଓ୍ବାଟର ଟ୍ୟାଙ୍କର

ଛତ୍ରପୁର,୩୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକରେ ବୁଧବାର ଏକ ଓ୍ବାଟର ଟ୍ୟାଙ୍କର ଓଲଟି ପଡ଼ିଛି। ମିଳିଥିବା ସୂଚନା ମୁତାବକ ଏକ ନମ୍ବର…

ରାଜ୍ୟସଭାରୁ ଇସ୍ତଫା ଦେଲେ ମମତା ମହନ୍ତ; ବିଜେଡିକୁ ବଡ଼ ଝଟକା

ଭୁବନେଶ୍ୱର,୩୧।୭: ବିଜୁ ଜନତା ଦଳର ଏମପି ମମତା ମହନ୍ତ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ଗୃହରେ ଏହି ସୂଚନା…

ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୩୧।୭: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ବୁଧବାର ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବିଜୟର ମନ୍ତ୍ର ଦେଇଛନ୍ତି। ସୋନିଆ କହିଛନ୍ତି, ବର୍ତ୍ତମାନ ପରିବେଶ କଂଗ୍ରେସ…

ବିଧାନସଭାରେ ନିଜ ସରକାରଙ୍କୁ ଘେରିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୩୧।୭: ୟୁପି ବିଧାନସଭାରେ ବୁଧବାର ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାଜପା ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ ନଜୁଲ ଜମି ବିଲ ସମ୍ପର୍କରେ ନିଜ ସରକାର ଉପରେ…

ରାଶିଫଳ: ଗୁରୁବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ମନ ଅନୁଯାୟୀ କାମ କରିବାରେ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଦୋକାନବାଡ଼ି, ସତ୍‌ସଙ୍ଗର ସୁଯୋଗ ଲାଭ କରିବେ।…

ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ସ୍ଥାନୀୟ…

ସଂସଦରେ ନବୀନ ପଟ୍ଟନାୟକଙ୍କ କଥା ଉଠାଇ ପ୍ରଶଂସା କଲେ ଅମିତ ଶାହା: ଜାଣନ୍ତୁ କେଉଁ ପ୍ରସଙ୍ଗରେ…

ନୂଆଦିଲ୍ଲୀ,୩୧।୭: କେରଳର ଓୟନାଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି।…