୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ମହାନବମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କଟକର ୩୪ଟି ପୂଜା ମଣ୍ଡପ ବୁଲି ମା’ଦୁର୍ଗାଙ୍କୁ ଦର୍ଶନ କରିବେ। ସଡ଼କ ପଥରେ ସକାଳ ସାଢେ…

ଗଞ୍ଜାମର ପୂର୍ବତନ ବିଜେଡି ବିଧାୟକଙ୍କ ପରଲୋକ

ପୋଲସରା,୧୧।୧୦: ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ ହୋଇଛି। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ…

ସରକାରୀ ବସ୍‌ଷ୍ଟାଣ୍ଡ: ସେବାଠୁ ଦୂରରେ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ସର୍ବ ପୁରାତନ। ଅନ୍ୟ ବସ୍‌ଷ୍ଟାଣ୍ଡଗୁଡ଼ିକର ନବୀକରଣ, ରୂପାନ୍ତରୀକରଣ ହେଉଛି। କିନ୍ତୁ ବରଗଡ଼ ସହରର ମୁଖ୍ୟ ପେଣ୍ଠସ୍ଥଳୀରେ ରହିଥିବା ଏହି ବସ୍‌ଷ୍ଟାଣ୍ଡରେ ତାହା…

ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା…

ଚିରାଗ ପାସଓ୍ବାନଙ୍କ ପରେ ଭାଜପାକୁ ପାନେ ଦେଲେ ଜିତନ ରାମ ମାନ୍‌ଝୀ

ପାଟନା,୧୧।୧୦: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍‌ଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅତି କମରେ ୧୦ଟି ଆସନରେ ପ୍ରାର୍ଥୀ…

କଂଗ୍ରେସକୁ ଓମାର ଅବଦୁଲ୍ଲାଙ୍କ ଅଲ୍ଟିମେଟମ:ଗୋଟିଏ ଦିନ ସମୟ ଦେଲୁ…ନଚେତ୍‌

ନୂଆଦିଲ୍ଳୀ,୧୧।୧୦: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଓମାର ଅବଦୁଲ୍ଲା ପ୍ରସ୍ତୁତ ଅଛନ୍ତି। ଏହାପୂର୍ବରୁ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ନ୍ୟାଶନାଲ୍‌ କନଫରେନ୍ସ(ଏନ୍‌ସି)ର ଆସନ ୪୬ରେ…

ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ

ନୂଆଦିଲ୍ଲୀ,୧୧।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ ‘ଶୁଭ ମୁହୁରତ୍‌ ଆୟା, ହିରୋ ସାଥ୍‌ ଲାୟା’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି…

ଲେବାନନ ଉପରେ ଇସ୍ରାଏଲର ରକେଟ୍‌ ମାଡ଼: ୨୨ ମୃତ, ଶତାଧିକ ଆହତ

ଜେରୁଜେଲମ୍‌,୧୧ା୧୦: ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଲେବାନନ ଉପରେ ଇସ୍ରାଏଲ ଘନଘନ ରକେଟ୍‌ ମାଡ଼ କରିଛି। ବେରୁଟର ଏକ ଜନବସତି କୋଠା ଉପରେ ରକେଟ ମାଡ଼ କରିବାରୁ ୨୨…

ପିଜିଏଲ୍‌ ହୋଣ୍ଡାରେ ବିଜୟ ମହୋତ୍ସବ

ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ବିଜୟ ମହୋତ୍ସବ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଏସ୍‌ଆଇର…

୬ ମାସରେ ୫୨% ବୃଦ୍ଧି

ଭୁବନେଶ୍ୱର, ୧୧ା୧୦(ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବା ୟୁପିଆଇର କାରବାର ବୃଦ୍ଧି ପାଉଛି। ଏପରିକି ୨୦୨୪ ଜାନୁଆରୀ ୧ରୁ ଜୁନ୍‌…