ହିଣ୍ଡନ ଏୟାରବେସରେ ପହଞ୍ଚିଲେ ଶେଖ ହସିନା; ଭାରତରୁ ଲଣ୍ଡନ ଯାଇ ପାରନ୍ତି

ନୂଆଦିଲ୍ଲୀ,୫।୮: ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଆସି ଭାରତରେ ପହଞ୍ଚିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ…

୪ ଦିନ ବର୍ଷା: ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୫।୮: ଆହୁରି ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷେ ଆସନ୍ତା ୪ଦିନ ଉତ୍ତର,…

‘ବିଦାୟ ଭାଷଣ ମଝିରେ ଅଟକି ପଳାୟନ କଲେ …’, ଜାଣନ୍ତୁ କେଉଁ ପରିସ୍ଥିତିରେ ଦେଶ ଛାଡ଼ିଲେ ଶେଖ ହସିନା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ଶେଖ ହସିନା ସରକାରକୁ କ୍ଷମତାରୁ ହଟାଇ ଦିଆଯାଇଛି। ଛାତ୍ର ବିରୋଧ ହିଂସାତ୍ମକ ରୂପ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି…

ବାଂଲାଦେଶ ଘଟଣାକୁ ନେଇ ଆସିଲା ମମତାଙ୍କ ପ୍ରଥମ ପ୍ରତିକ୍ରିୟା, ଭାଜପାକୁ ନେଇ କହିଦେଲେ ଏମିତି

କୋଲକାତା,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶ ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ବାଂଲାଦେଶ ସମସ୍ୟାର ମୁକାବିଲା ପାଇଁ ଭାରତ ସରକାର…

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ କୋଣଭାବରେ ତିନୋଟି ଗ୍ରହ ହେତୁ ଆପଣଙ୍କ ବିଚାରଧାରାକୁ ପ୍ରଭାବିତ କରିବା ଫଳରେ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। କୌଣସି…

୨୬ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କ ଖାସ୍‌ ଅଫିସରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୫।୮: ରାଜ୍ୟର ମୋହନ ମାଝିଙ୍କ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ଖାସ ଥିବା କିଛି…

କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ଆସିବେ ୧ କୋଟି ଶରଣାର୍ଥୀ: ଶୁଭେନ୍ଦୁ ଅଧିକାରୀଙ୍କ ଦାବି

କୋଲକାତା,୫।୮: ବାଂଲାଦେଶରେ ହିଂସା ଜାରି ରହିଛି। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ସଂରକ୍ଷଣ ନାମରେ ହିଂସାତ୍ମକ ମନୋଭାବ ଗ୍ରହଣ କରିଥିଲେ। ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା…

ଶେଖ ହସିନାଙ୍କ ବାସଭବନରେ ପଶି ପ୍ରଦର୍ଶନକାରୀଙ୍କ ତୁମୁଳକାଣ୍ଡ, ବେଡ୍‌ରେ ଶୋଇଲେ, ଡଙ୍ଗାରେ ବୁଲିଲେ, ଭାଇରାଲ ହେଉଛି ଭିଡିଓ

ଢାକା,୫।୮: ସଂରକ୍ଷଣ ପ୍ରସଙ୍ଗରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିରୋଧ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାଇଛନ୍ତି।…

ତହସିଲଦାର, ବିଡିଓଙ୍କୁ କାଦୁଅ ରାସ୍ତାରେ ଚଲାଇ ଚଲାଇ ସ୍କୁଲ ନେଲେ ପିଲା

କଟକ,୫।୮: ଫୁଲପୋଖରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଦ୍ୟାଳୟ ମୁଖ୍ୟ ଗେଟ୍‌ରେ ଛାତ୍ରୀଛାତ୍ରମାନେ ତାଲା ପକାଇ ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଅବରୋଧ କରିଥିଲେ।…

ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ…