ପୋଲିସ୍‌ କନଷ୍ଟେବଳଙ୍କ ସମେତ କ଼୍ବାର୍ଟରରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ୫ ମୃତଦେହ

ଭାଗଲପୁର, ୧୩।୦୮: ଭାଗଲପୁର ପୋଲିସ୍‌ ଲାଇନ୍‌ର ଏକ କ଼୍ବାର୍ଟରରୁ ୫ ଟି ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯାହାକୁ ନେଇ ଆଖପାଖରେ ଭୟର ବାତାବରଣ…

ଏବେ ହେବନି କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ, କାହିଁକି ଜାଣନ୍ତୁ

ଗଞ୍ଜାମ,୧୩।୮: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ହୋଇଛି। ବର୍ତ୍ତମାନ ନିର୍ବାଚନ ନକରିବାକୁ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଚିଠି ଲେଖି ଏମିତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୩।୮: ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ…

ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣା: ଭିଡିଓ ଦେଖାଇ ଦେଖାଇ ପଚାରୁଛି …

ପୁରୀ,୧୩।୮: ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ୩ ଜଣିଆ କମିଟି…

ଏମକେସିଜିକୁ ମିଳିଲାଣି ୨୯ ଶରୀର

ବ୍ରହ୍ମପୁର, ୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମଙ୍ଗଳବାର ବିଶ୍ୱ ଅଙ୍ଗଦାନ ଦିବସ। ମୃତ ଶରୀର ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିଲା। ଏବେ ବି…

୩ ବର୍ଷରେ ୩୭ ହାତୀଙ୍କ ଜୀବନ ଯାଇଛି

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବଣପାହାଡ଼ ଘେରା କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଏକଦା ହାତୀପଲ ସୁରକ୍ଷିତ ବୁଲୁଥିଲେ। ଖଣିଖାଦାନ, ଶିଳ୍ପ, ରାସ୍ତାଘାଟ ତଥା ଡ୍ୟାମ୍‌ ଏବଂ ଜଙ୍ଗଲ ଅନୁପ୍ରବେଶ…

ସିସୋଡିଆ ଚାହିଁଲେ ବି ହୋଇ ପାରିବେନି ମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ, ଅସଲ କାରଣ କେଜରିଓ୍ବାଲ

ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଜେଲରେ ଥିବା ସହକର୍ମୀ ମନୀଷ ସିସୋଡିଆଙ୍କୁ ମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ କରିପାରିବେ ନାହିଁ। ହଁ, ଯଦି ସେ ଚାହାଁନ୍ତି,…

ଘଟୁଛି କିଛି ଅଦ୍ଭୁତ ଘଟଣା, ଆଣ୍ଟାର୍କଟିକାକୁ ନେଇ କାହିଁକି ଚିନ୍ତାରେ ବୈଜ୍ଞାନିକ? ଜାରି କଲେ ଚେତାବନୀ

ଲଣ୍ଡନ,୧୩।୮: ସାତ ମାଳଦ୍ୱୀପ ମଧ୍ୟରୁ ଗୋଟିଏ ଆଣ୍ଟାର୍କଟିକା ଉପରେ ଏକ ଘୂର୍ଣ୍ଣନକାରୀ ଶୀତଳ ବାୟୁକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ଏହାକୁ ଆଣ୍ଟାର୍କଟିକ ପୋଲାର୍‌ ଭର୍ଟେକ୍ସ…

ଗିରଫ ହେଲେ ଜମିଦାର ଯନ୍ତ୍ରୀ, ଘରେ ରଖିଥିଲେ ସୁନାର ଗଣେଶ

ଭୁବନେଶ୍ୱର,୧୩।୮: ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିନେଇଛି। ସୂଚନାଯୋଗ୍ୟ ସୌଖୀନ ଦାମୀ କାର୍‌…

ନୀରଜ ଚୋପ୍ରାଙ୍କୁ ବିବାହ କରିବେ କି ମନୁ: ମୁହଁ ଖୋଲିଲେ ପିତା

ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଜାଭେଲିନ ଥ୍ରୋରେ ନୀରଜ ପଦକ…