ବଡ଼ ଗୋଟି ଚଳାଇବେ ଯୋଗୀ, ଏମିତି ନେବେ ଅଯୋଧ୍ୟା ପରାଜୟର ପ୍ରତିଶୋଧ

ଲକ୍ଷ୍ନୌ,୧୯।୮: ଲୋକ ସଭା ନିର୍ବାଚନ ସମୟରେ ଅଯୋଧ୍ୟାରୁ ହାରିଯିବା ପରେ ଏବେ ପ୍ରତିଶୋଧ ନେବ ଭାଜପା। ଏନେଇ ପ୍ରସ୍ତୁତ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା…

ବିଶିଷ୍ଟ ବ୍ୟକ୍ତିତ୍ୱ ଥିଲେ ନବୀନଙ୍କ ଜେଜେ: ଜାଣନ୍ତୁ ସ୍ୱାଧୀନତା ସଂଗ୍ରାମୀଠାରୁ ମନ୍ତ୍ରୀ ହେବାର ଯାତ୍ରା

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କର ବାପା ବିଜୟାନନ୍ଦ ପଟ୍ଟନାୟକ(ବିଜୁ) ଙ୍କୁ ସମସ୍ତେ ଜାଣନ୍ତି। କିନ୍ତୁ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସମ୍ପର୍କରେ କୌଣସି…

ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପରାମର୍ଶ ଦେଲା ଜେଏମଏମ, କହିଲା ଏବେ ବି ସମୟ ଅଛି…

ରାଞ୍ଚି,୧୯।୮: ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନାରକରାଯାଉଛି। ଗତ କିଛି ଦିନ ହେବ ନେତାମାନେ ଏହି ପ୍ରସଙ୍ଗରେ…

ମମତାଙ୍କ ଇସ୍ତଫାକୁ ନେଇ ଅଡି ବସିଛି ଭାଜପା, ଦିଲ୍ଲୀ ଯିବେ ରାଜ୍ୟପାଳ, କରିବେ ଶାହାଙ୍କ ସହ ସିକ୍ରେଟ୍‌ ମିଟିଂ

ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି।…

ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍‌ସି, ଏସ୍‌ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍‌ସି,…

ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା,୧୯।୮:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହାକୁ ବିରୋଧ…

ରାଖୀ ପୂର୍ଣ୍ଣିମାରେ ଅଘଟଣ: ଚା’ ଦୋକାନରୁ ମିଳିଲା ଦମ୍ପତିଙ୍କ ମୃତଦେହ

ଖଲ୍ଲିକୋଟ,୧୯।୮(ପ୍ରଶାନ୍ତ କୁମାର ମିଶ୍ର): ରାକ୍ଷୀ ପୂର୍ଣ୍ଣିମାରେ ଏକ ଅଘଟଣ ଘଟିଛି। ଏକ ଚା’ ଦୋକାନରୁ ପୋଲିସ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି। ଏନେଇ ପୋଲିସ ଏକ ମାମଲା…

କିଏ ସେହି ସୀମା ପାହୁଜା, ଯିଏ ଖୋଲିବେ କୋଲକାତା ଡାକ୍ତରଙ୍କ ହତ୍ୟା ମାମଲାର ବଡ଼ ରହସ୍ୟ, ପୂର୍ବରୁ କରିଥିଲେ…

ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍‌.ଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଭିଯୁକ୍ତ ସଞ୍ଜୟ ରୟ ଏବଂ ହସ୍ପିଟାଲର…

ମୁଁ ଇସ୍ତଫା ଦେଇଦେବି, କାହିଁକି ଏମିତି କହିଲେ ଦେବେନ୍ଦ୍ର ଫଡନ୍‌ଭିସ

ମୁମ୍ବାଇ,୧୯।୮: ବିଧାନସଭା ନିର୍ବାଚନ ପୂର୍ବରୁ ମରାଠା ସଂରକ୍ଷଣ ପ୍ରସଙ୍ଗ ପୁଣି ଥରେ ତୀବ୍ର ହୋଇଛି। ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ମନୋଜ ଜାରଙ୍ଗେ ପାଟିଲ ମରାଠା ସମ୍ପ୍ରଦାୟକୁ…

ଅଧାରେ ରହିଲା ହରିଶଙ୍କର ଦର୍ଶନ: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଜୀବନ

ପାଟଣାଗଡ଼,୧୯।୮: ବଲାଙ୍ଗୀର ଜିଲା ଖପ୍ରାଖୋଲ ହନୁପାଲି ଗାଁ ନିକଟ ଏକ ପୋଲ ତଳକୁ ବାଇକ୍‌ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା…