୧ ନଂ ଭୂତଳ ମାର୍କେଟ୍‌ରେ ଭୟଙ୍କର ନିଆଁ: ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ୱର,୧ା୧୧: ରାଜଧାନୀ ଭୁବନେଶ୍ୱରସ୍ଥିତ ୧ ନଂ ଭୂତଳ ମାର୍କେଟ୍‌ରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ଏକାଧିକ କପଡ଼ା ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ…

ରଙ୍ଗ ବେରଙ୍ଗ ଆଲୋକରେ ଝଲସିଲା ରାମ ମନ୍ଦିର

ଅଯୋଧ୍ୟା,୩୧।୧୦: ଆଲୋକର ପର୍ବ ଦୀପାବଳି ସମଗ୍ର ଦେଶରେ ଖୁବ ଆଡମ୍ବର ସହ ପାଳନ କରାଯାଉଛି। ଏହି ଦିନ ମନ୍ଦ ଉପରେ ଭଲର ବିଜୟ, ଅନ୍ଧକାର ଉପରେ ଆଲୋକ…

ଭାଜପା ସରକାର ପାଇଁ ଜମ୍ମୁ-କଶ୍ମୀର ଏକ ପ୍ରୟୋଗଶାଳା: ମେହବୁବା ମୁଫତି

ଶ୍ରୀନଗର,୩୧।୧୦: ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରି ଫାଉଣ୍ଡେସନ ଦିବସ ପାଳନ ଅବସରରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଦେଇଥିବା ବିବୃତ୍ତିରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି…

ଧୁମଧାମରେ ପାଳନ ହେଲା ଦୀପାବଳି, ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଲା ଦେଶ

ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପର୍ବ କେବଳ ଭାରତରେ ନୁହେଁ ଗୁରୁବାର ସାରା ବିଶ୍ୱରେ ପାଳନ କରାଯାଇଛି। ଏହି ସମୟରେ ଲୋକମାନେ ନିଜ ଘର, ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ ରଙ୍ଗୀନ…

ଭୁବନେଶ୍ୱରରେ ଅଗ୍ନିକାଣ୍ଡ: ଜଳିଗଲା ୩ ଦୋକାନ

ଭୁବନେଶ୍ୱର,୩୧।୧୦: ଭୁବନେଶ୍ୱର ବାପୁଜୀନଗର ଭେଣ୍ଡିଂ ଜୋନ୍‌ରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ଟି ଦୋକାନ ଜଳି ପୋଡିଯାଇଛି। ଖବର ପାଇ ଅଗ୍ନିଶମ…

ହ୍ବାଇଟ ହାଉସର ସେନା ବ୍ୟାଣ୍ଡ ଦୀପାବଳିରେ ବଜାଇଲେ ‘ଓମ ଜୟ ଜଗଦୀଶ ହରେ’ ଭାଇରାଲ ହେଉଛି ଭିଡିଓ

ଓ୍ବାଶିଂଟନ,୩୧।୧୦: ଦୀପାବଳି ଏକ ପର୍ବ ଏବଂ ଲୋକମାନେ ଏହାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଉଛି। ନିକଟରେ ଆମେରିକାର ରାଷ୍ଟ୍ରପତି ଭବନ…

ଘୁ.ଉଦୟଗିରିରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଘୁ.ଉଦୟଗିରି,୩୧।୧୦(ଚିନ୍ମୟ କୁମାର ସେଠୀ): ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ବନ୍ଧ ଛକ ପୂଜା ମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ…

ବାପ-ପୁଅ ହତ୍ୟା ମାମଲା: ଧରାପଡ଼ିଲେ ୪ ଅଭିଯୁକ୍ତ

ପୁରୀ,୩୧।୧୦(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ସମଙ୍ଗରାରେ ଘଟିଥିବା ଡବଲ ମର୍ଡର ଘଟଣାରେ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ l ଗିରଫ ଅଭିଯୁକ୍ତମାନେ…

ମୋଦିଙ୍କ ବୟାନକୁ ନେଇ ଖାର୍ଗେ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୩୧।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ୍ବାନ ନେଶନ ଓ୍ବାନ ଇଲେକ୍ସନର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଏହା…

ପୁରୀରେ ବାଣ ବସ୍ଫୋରଣ: ୩ ଗୁରୁତର

ପୁରୀ,୩୧।୧(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ…