ସତ ଶୁଣିବାକୁ ଡର ଲାଗିବାରୁ ପଳାଇଲେ ବିରୋଧୀ

ଭୁବନେଶ୍ୱର, ୨୩।୮(ସୁନିତ୍‌ ମିଶ୍ର):ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ହୋହଲ୍ଲାକରି ଗୃହତ୍ୟାଗ କରିଥିଲେ। ହେଲେ…

ବରୁଣେଶ୍ୱର ପୀଠ କାର୍ଯ୍ୟ ବିଳମ୍ବ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ପ୍ରୀତିପୁର,୨୩ା୮(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବରୁଣେଶ୍ୱର କ୍ଷେତ୍ରର ରୂପାନ୍ତରୀକରଣ କାର୍ଯ୍ୟ ବିଳମ୍ବକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପୀଠର ବିକାଶ ପାଇଁ…

ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୩।୮: ନୀରଜ ଚୋପ୍ରା ପୁଣି ଥରେ କମାଲ କରିଦେଇଛନ୍ତି। ସେ ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ମିଟର ଥ୍ରୋ…

ୟୁପିରେ ପରାଜୟ ନା ଅନ୍ୟ କିଛି? ହ୍ରାସ ପାଇଲା ଯୋଗୀଙ୍କ ଲୋକପ୍ରିୟତା, ଜାଣନ୍ତୁ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ?

ନୂଆଦିଲ୍ଲୀ,୨୩।୮: ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ସହିତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସର୍ଭେ ମଧ୍ୟ ଜାରି କରାଯାଇଛି। ଏହି ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା ଉଲ୍ଲେଖ କରାଯାଇଥିବାବେଳେ…

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର

ପୁରୀ,୨୩ା୮: ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ।…

କୋଲକାତା ବଳାତ୍କାର ମାମଲାରେ ନୂଆ ଟ୍ବିଷ୍ଟ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବୟାନ ଉପରେ ସିବିଆଇର ସନ୍ଦେହ, ଖୋଲିବ ନୂଆ ରାଜ୍‌

ନୂଆଦିଲ୍ଲୀ,୨୩।୮: କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ସିବିଆଇ ତଦନ୍ତ ଚଳାଇଛି। ସିବିଆଇ ଗୁରୁବାର ଆର୍‌.ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ…

ଗଞ୍ଜାମର ଦେଶୀ ମଦ ରାଜଧାନୀରେ ଜବତ

ଭୁବନେଶ୍ୱର,୨୩ା୮(ସୂର୍ଯ୍ୟକାନ୍ତ ବେହେରା):ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ମଧ୍ୟ…

ସିମ୍‌ବକ୍ସ ନେଟ୍‌ୱର୍କ:ଢାକାରୁ ସ୍ମାର୍ଟ ସୁଇଚ୍‌ରେ କରୁଥିଲେ ଅପରେଟ୍‌

ଭୁବନେଶ୍ୱର,୨୩ା୮(ସତ୍ୟଜିତ୍‌ ରାଉତ):ସିମ୍‌ବକ୍ସ ନେଟ୍‌ୱର୍କ ମାମଲାରେ କମିଶନରେଟ୍‌ ପୋଲିସ ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ରିମାଣ୍ଡରେ ଆଣି ଜେରା କରିବାବେଳେ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି। ମାଷ୍ଟରମାଇଣ୍ଡ…

ଶେଷ ହେବ କି ରୁଷିଆ-ୟୁକ୍ରେନ ଯୁଦ୍ଧ: ଆଉ କିଛି ସମୟ ପରେ କିଭ୍‌ରେ ପହଞ୍ଚିବେ ମୋଦି

କିଭ୍‌,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତରେ ଅଛନ୍ତି। ପୋଲାଣ୍ଡ ଗସ୍ତ ଶେଷ କରିବା ପରେ ଆଜି ସେ ଟ୍ରେନରେ ୧୦ ଘଣ୍ଟା…

ବ୍ରାଉନସୁଗାର ଜବତ, ୨ ମହିଳାଙ୍କ ସମେତ ୩ ଗିରଫ

ସୋହେଲା,୨୩ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଲାଲ ମନ୍ଦିର ଛକ ପାଖ ଉପରପଡ଼ାରେ ବେଆଇନ ନିଶା କାରବାର ଏବଂ ବ୍ରାଉନସୁଗାର ବିକ୍ରି ଚାଲିଥିବା ନେଇ ବହୁଦିନରୁ…