ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

କୋକସରା,୩।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ…

ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ: ବାରବାଟୀ ODI ପାଇଁ ବିକ୍ରି ହେବ ଟିକେଟ, ଦାମ୍‌ ରହିଛି…

କଟକ,୩।୧୧: ଆସନ୍ତା ଫେବୃଆରୀ ୯ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହି ପରିପ୍ରେକ୍ଷୀରେ ରବିବାର ଦିନିକିଆ ମ୍ୟାଚ୍‌ ପାଇଁ…

ରାଉରକେଲାରେ ଲଜ୍ଜାଜନକ ଘଟଣା: ନାବାଳିକା ଭଉଣୀକୁ ଗର୍ଭବତୀ କଲେ ନାବାଳକ ଭାଇ

ରାଉରକେଲା,୩।୧୧: ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଉରକେଲା ସହରରେ ଜଣେ ନାବାଳକ ନିଜର ସାନ ଭଉଣୀକୁ ବଳାତ୍କାର କରିଥିବା ଅଭିଯୋଗ ହେଉଛି। ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ…

ପରିବା ହାଟରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପନିପରିବା

ଡେଲାଙ୍ଗ,୩ା୧୧: ପୁରୀ ଜିଲା ଡେଲାଙ୍ଗ ହାଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପନିପରିବା ଦୋକାନ ଓ ସାମଗ୍ରୀ ପୋଡ଼ିଯାଇଛି। ଏଥିରେ ପରିବା ବ୍ୟବସାୟୀ ପ୍ରଦୀପ ସ୍ବାଇଁ, ରବୀନ୍ଦ୍ର…

ଲକ୍ଷ୍ମୀ ବସ୍‌ ଡ୍ରାଇଭର,କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗରର ମହୁଲିଆ ପଞ୍ଚାୟତର କଣି ଛକରେ ଦୁର୍ଘଟଣାକୁ ନେଇ ଲକ୍ଷ୍ମୀ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ।…

ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ

ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି। କିଛିଦିନ…

ରାଶିଫଳ: ସୋମବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କାମରେ ଅଗ୍ରଗତି ହୋଇପାରିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ…

ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା

ଭୁବନେଶ୍ୱର,୩ା୧୧: ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା ବୋଲି ରବିବାର କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଭାଜପା କହୁଛି ବିଜେଡିରୁ ୪୦ ପଳେଇ ଆସିବେ, ବିଜେଡି କହୁଛି…

‘ମୁନ୍ନା ଖାଁ ଦିନରେ ସ୍ବପ୍ନରେ ଦେଖୁଛନ୍ତି, ଆଗାମୀ ଦଶନ୍ଧି ଯାଏ କ୍ଷମତାକୁ ଆସିବନି ବିଜେଡି’

ଭୁବନେଶ୍ୱର,୩ା୧୧: ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା…

ମନ୍ଦିର ମେଘନାଦ ପାଚେରିରେ ଫାଟ: ଖବର ପ୍ରସାରଣ ପରେ ବି ଏଏସଆଇ ନୀରବଦ୍ରଷ୍ଟା

ପୁରୀ,୩।୧୧(ଅଜିତ କୁମାର ମହାନ୍ତି):ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ ଥିବା ନେଇ ପୂର୍ବରୁ ଧରିତ୍ରୀରେ ଖବର ପ୍ରସାରଣ ହେବା ସହ ଏ ନେଇ ଏଏସଆଇ ଅବଗତ ଥିଲେ ମଧ୍ୟ…