ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ

ଚିକିଟି,୩୧।୮(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାରେ ବିଷାକ୍ତ ମଦର ବିଭୀଷିକାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଏମକେସିଜିରେ ଚିକିତ୍ସାଧୀନ ଥିବା ଜଣେ ଲୋକଙ୍କ ମୃତ୍ୟୁ…

ହଠାତ୍‌ ହସ୍ପିଟାଲରେ ପହଞ୍ଚିଲେ ସୂର୍ଯ୍ୟକୁମାର-ଶ୍ରେୟସ, ସେଠାରେ ଯାହା କଲେ ଦେଖିଲେ ହୃଦୟକୁ ଛୁଇଁଯିବ

ମୁମ୍ବାଇ,୩୧।୮: ଭାରତୀୟ କ୍ରିକେଟ ଦଳର ଟି -୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ ଆଜିକାଲି କଠିନ ପରିଶ୍ରମ କରୁଛନ୍ତି। ସେ ମୁମ୍ବାଇପକ୍ଷରୁ…

ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଏମିତି କାଣ୍ଡ କଲେ ଚିଲ୍ଲାଇ ଦୌଡିଲେ ଦିଅର…ଆଉ ତା’ପରେ

ଭୋପାଳ,୩୧।୮: ମଧ୍ୟ ପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଛନ୍ତି। ଆହତ ଦିଅରଙ୍କୁ ଡାକ୍ତରଖାନାରେ…

ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ?

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ…

ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ

ଭବାନୀପାଟଣା,୩୧ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡକୁ ରେଳ ଲାଇନ ସଂଯୋଗୀକରଣ ଆଶା ଉଜ୍ଜୀବିତ ହୋଇଛି। ବହୁ ପ୍ରତୀକ୍ଷିତ ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ମଧ୍ୟରେ ଧର୍ମଗଡ ନିକଟରେ…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ଟ୍ରମ୍ପ, କମଲା ହାରିସଙ୍କୁ ନେଇ କହିଲେ…

ଓ୍ବାଶିଂଟନ୍‌,୩୧।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କମଲା ହାରିସ ତାଙ୍କ ନୀତି ବିଷୟରେ ଖୋଲାଖୋଲି କହିଥିଲେ। ଏହି…

ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୮: ନିକଟରେ ଭାରତୀୟ ଓପନର୍‌ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ସେବେଠାରୁ ସେ ଅନେକ ସମୟରେ କିଛି ନା କିଛି ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଛତ୍ରପୁର ବିଇଓଙ୍କ ଘରେ ପଶିଲା ଭିଜିଲାନ୍ସ

ଛତ୍ରପୁର,୩୧।୮(ସନ୍ତୋଷ ପାଢ଼ୀ): ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ…

ପାରାଦ୍ୱୀପରେ ହଟଚମଟ: ଚାଇନା ଜାହାଜରୁ ଧରାପଡିଲେ ୩ ଘାନା ନାଗରିକ

ପାରାଦ୍ୱୀପ,୩୧।୮(ଶରତ ରାଉତ): ପାରାଦ୍ୱୀପ ବନ୍ଦର ସିକ୍ୟୁ ୧ ବର୍ଥରେ ଶନିବାର ଭୋରୁ ଲାଗିଥିବା ଚାଇନା ଜାହାଜ ଏମଭି ଗ୍ରେଟ ଶେଙ୍ଗ ଓ୍ବେନକୁ ନେଇ ହଟଚମଟ ସୃଷ୍ଟି ହୋଇଛି।…

ଟ୍ରମ୍ପଙ୍କ ସୁରକ୍ଷାରେ ପୁଣି ତ୍ରୁଟି? ଧସେଇ ପଶିବାକୁ ଚାହୁଁଥିଲେ ବ୍ୟକ୍ତି, ଅଟକାଇଲା ପୋଲିସ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାହୋଲ ରହିଛି ବେଶ ସରଗରମ। ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ - ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ…